ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଭୁବନେଶ୍ୱର ବିଜେବି ନଗର ପିପୁଲ୍ସ ଆସୋସିଏସନ୍ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବକ୍ସି ଜଗବନ୍ଧୁ ମଣ୍ଡପରେ ଏକ ସ୍ବତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା। ସୁବର୍ଣ୍ଣ ଜୟନ୍ତୀ…
ଚା’ର ପରଫେକ୍ଟ ରେସିପ୍ ଜାଣନ୍ତି କି?
ଚା’ର ଉପଯୁକ୍ତ କପ୍ କିପରି ପ୍ରସ୍ତୁତ କରିବେ? ଲୁଣ ମିଶାଇ । ହଁ ଆଜ୍ଞା ଆମେରିକାର ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ ସେ ଉପଯୁକ୍ତ ଚା’କପ୍ ରେସିପ୍ ପାଇଛନ୍ତି। ରସାୟନ ବିଜ୍ଞାନ ପ୍ରଫେସର ଡଃ ମିଛିଲେ ଫ୍ରାଙ୍କଲଙ୍କ ଦାବି କରିଛନ୍ତି…
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
କ୍ଷୁଦ୍ର ଜଳସେଚନ ବିଭାଗ ରାୟଗଡା ପକ୍ଷରୁ ଆଜି ପାଣି ପଞ୍ଚାୟତ ଦିବସ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ…
ଫେବୃଆରୀରେ ଅଧିକ ବଢ଼ିବ ତାପମାତ୍ରା, ଚିନ୍ତାରେ ବୈଜ୍ଞାନିକ
ନିକଟରେ ବିଶ୍ଵ ତପାନକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏହି ଷ୍ଟଡିରୁ ଜଣା ପଡ଼ିଛି ଯେ ପୃଥିବୀର ଉଷ୍ମତା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।…
କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର
ଚିତା ପ୍ରୋଜେକ୍ଟ ପାଇଁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି। ‘କୁନୋର ନୂଆ ଛୁଆ!…
ଭିନ୍ନ ଢଙ୍ଗରେ ରାମଲାଲଙ୍କୁ ସ୍ବାଗତ କଲେ ଯଶୋଦା ମାଆ ଫାଉଣ୍ଡେସନ କର୍ମକର୍ତ୍ତା
ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଭାରତବର୍ଷରେ ଆନନ୍ଦ ଉଲ୍ଲାସ ସହିତ ପାଳିନ କରାଯାଇଥିବା ବେଳେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣରେ ପାଳନ କରାଯାଇଛି । ଗରିବ ଅଭାବୀ ଓ ଅନାଥ ଛାତ୍ରଛାତ୍ରୀମାନଙ୍କୁ ଅମର କୁମାର…
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଲେ ନବୀନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ…
୧୧ ଦିନର ଉପବାସ ଭାଙ୍ଗିଲେ ମୋଦି
ଅଯୋଧ୍ୟାରେ ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ ଖୁଆଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି।ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ…
ଭାଗ୍ୟବାନ ଯୋଗୀରାଜ
ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସାରିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି ଅଛନ୍ତି। ମୁଁ ପୃଥିବୀର…
ଗୁଗୁଲ ଟ୍ରେଣ୍ଡସ୍ରେ କେବଳ ରାମ ହିଁ ରାମ
ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି। ରାମଲାଲା ରାମ ମନ୍ଦିରର ଗର୍ଭ ଗୃହରେ ବସିଛନ୍ତି। ଯେଉଁଠାରେ ତାଙ୍କର ଆରତୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି…