1 min read
Top News ଆଞ୍ଚଳିକ ଓଡ଼ିଶା

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଓ ଏହାର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ୬୦ତମ ଜନ୍ମ ବାର୍ଷିକୀ ଅବସରରେ ରସୁଲଗଡ଼ ସ୍ଥିତ ସେବା ହିଁ ସେବା ଅନୁଷ୍ଠାନର ବୟସ୍କ ମାଆ ବାପାଙ୍କ [more…]

0 min read
Latest ଓଡ଼ିଶା

ମରିବା ପରେ ବି ଅଙ୍ଗଦାନ କରି ଅମର ହୋଇ ରୁହନ୍ତି ଲୋକ:ଯଶୋଦା ମାଆ

ବିଶ୍ବ ନେତ୍ରଦାନ ଦିବସ ଅବସରରେ ଯଶୋଦା ମାଆ ଫାଉଣ୍ଡେସନ, ମଦର ଫାଉଣ୍ଡେସନ ଓ ଅମୂଲ୍ୟ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ନେତ୍ରଦାନ ଓ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ [more…]

0 min read
Latest ଓଡ଼ିଶା

ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ସାକ୍ଷାତ କଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ଶଶଧର ପତି

ଓଡ଼ିଶାର ବରିଷ୍ଠ ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ଅନିଲା ଆର୍ଟ ଫାଉଣ୍ଡେସନ ର ପ୍ରତିଷ୍ଠାତା ବିଶିଷ୍ଟ ଚିତ୍ର ଶିଳ୍ପୀ ଶଶଧର ପତି ପୁଷ୍ପଗୁଛ ଦେଇ [more…]

1 min read
24 Election Latest Popular ଓଡ଼ିଶା ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ, କାଉଣ୍ଟର କଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ ‘ଏକ୍ସ’ [more…]

0 min read
Latest ଓଡ଼ିଶା ସହର

ପାଇକ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ପାଳିତ

ବରମୁଣ୍ଡା ପାଇକ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନୁଷ୍ଠାନର [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ପ୍ରତିଶ୍ରୁତି ପତ୍ରିକାର ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ, ସମ୍ମାନିତ ହେଲେ କୁନି ପ୍ରତିଭା ଲାଶ୍ୟା

ଭୁବନେଶ୍ୱର : ପ୍ରତିଶ୍ରୁତି ପତ୍ରିକା ପରିବାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ଷଷ୍ଠ ସଂସ୍କରଣ ( ଲୋକକଳା ବିଶେଷାଙ୍କ [more…]

1 min read
24 Election Latest Trending ଓଡ଼ିଶା ରାଜନୀତି

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” – ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର, ତା.୨୨/୦୪: ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ [more…]

0 min read
24 Election Latest Trending ଓଡ଼ିଶା ରାଜନୀତି

ବିଜେଡି ଛାଡି ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ

ଭୁବନେଶ୍ୱର, ତା.୨୨/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ବିକାଶ ଅଭିଯାନରେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି [more…]

1 min read
Latest ଓଡ଼ିଶା ସହର

“ଉତ୍କଳୀୟ”ରେ ଓଡ଼ିଶା ସଂସ୍କୃତି -ପରମ୍ପରାର ଝଲକ

ଜୟଦେବ ଭବନରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଦଶତମ ପ୍ରତିଷ୍ଠା ଦିବସ ସମାରୋହ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବମୁଖର ପରିବେଶରେ ଶନିବାର ପାଳିତ ହୋଇଯାଇଛି । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚାଲିଚଳଣିକୁ ନେଇ [more…]

1 min read
Latest ଓଡ଼ିଶା ସହର

ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ [more…]