Wed. Oct 14th, 2026

Category: ନିରବ ନୀଡ଼

କବିତା ଘର

ସ୍ମୃତିରେ ଉତ୍କଳମଣି ଗୋପବନ୍ଧୁ

କବି, ଲେଖକ, ଶିକ୍ଷକ, ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ, ରାଜନୀତିଜ୍ଞ , ସମାଜ ସଂସ୍କାରକ ଉତ୍କଳମଣି ଗୋପବନ୍ଧୁ ଦାସ।ଆମେ; ଆମେ ବୋଇଲେ ମୋ ସମସାମୟିକ ମଣିଷମାନେ ସଂସାରକୁ ଆସିବା ବେଳକୁ, ଆମ ଭିତରୁ ଉତ୍କଳମଣି ଗୋପବନ୍ଧୁ ଦାସ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ। କିନ୍ତୁ…

ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। ସୁଫି ସନ୍ୟାସୀଙ୍କ ଦେହାନ୍ତ ପରେ, ସନ୍ଥ…

ଝିପି ଝିପି ବର୍ଷା

କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ ଛତାରେ ଦୁହେଁ ଚାଲୁଥିଲେଫାଳେ ଦେହ ଥିଲା…

ସୂର୍ଯ୍ୟମୁଖୀ ଓ ମୁଁ

ଆଶା ସବୁ ମୋର,ଓ ପାଖୁଡ଼ା ସବୁ ତାର।ମୋର ଗୋଟି ଗୋଟି ଆଶା ପରି,ସୂର୍ଯ୍ୟମୁଖୀ ବି ଝଡ଼ଉଥାଏଗୋଟିଏ ଗୋଟିଏ ପାଖୁଡ଼ାପବନର ଉତ୍ପୀଡନରେ।ତଥାପି ତ ସମ୍ପର୍କ ତୁଟିନିପବନ ସହ ଆମ ଦୁହିଁଙ୍କର। ହେଲେ ମୁଁ କଣ ଝଡ଼ିଛିନା ଝଡ଼ିଛି ଏ ସୂର୍ଯ୍ୟମୁଖୀ !ବରଂ ହସିଛୁ…

ପାହାଡୀ ଈଶ୍ୱର

ଏଠି ! ସ୍ୱର୍ଗ ଦାୟିତ୍ଵ’ରେସ୍ୱୟଂ ‘ସ୍ୱୟଂଭୁ’ବ୍ରହ୍ମାଣ୍ଡ ଯାକରକଥା ବୁଝୁ ବୁଝୁଥକ୍କି ଯାଆନ୍ତି,‘ମାଲ୍ୟଵନ୍ତ’ଭୂମି’ରମହାପ୍ରଭୁ,ପୃଥିବୀ ଯାକ’ରଦୁଃଖଭାରବୋହିବା’ପାଇଁଏବେ‘ମହାଯାତ୍ରା’ରେବେଣ୍ଟ ଡ଼ଙ୍ଗରିଆ,ଅରଣ୍ୟ’ଈଶ୍ୱର ? ପାହାଡ଼ ଖୋଲ’ ସନ୍ଧି’ରେ,ଆନ୍ଧ୍ର ଓଡ଼ିଶା କନ୍ଦି’ରେ‘ପୋଲୁର୍’ଗାଁ କଡ଼ରେ‘ସାବେରୀ’ସିଲେରୁ’ନଈରେବାଉଁଶଡ଼ଙ୍ଗା ଚାପରେଲକ୍ଷେ ଭକ୍ତଙ୍କ ମେଳରେଜଳକ୍ରୀଡା ‘ଜଳତ୍ସୋଵ‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’ମାଟି ରେଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେଶିଆଡିଲତା’ର ଦୋଳିରେଝୁଲିଝୁଲି ,କୋଉ ‘ଵ୍ରଜଵାଳୀ’ କଥା ଭାବି…

କାୟାକଳ୍ପ ତରଫରୁ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ଉନ୍ମୋଚିତ

ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ କ୍ରିଏଟିଭ,ବାଦାମବାଡି ଦ୍ୱାରା ପ୍ରକାଶିତ ସୁଷମା ବାରିକଙ୍କ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ପୁସ୍ତକ କଟକ ଟାଉନ ହଲ ଠାରେ୍ ଉନ୍ମୋଚିତ ହୋଇଛି । ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ…

ଯଶୋଦା ମାଆ

ଶିକ୍ଷାର ପ୍ରଦୀପ ଜଳାଇବା ପାଇଁକେତେ ଚେଷ୍ଟା ହୁଏ ଅଙ୍କାଧନ୍ୟ ତୁମେ ଧନ୍ୟ ଯଶୋଦା ମାଆ ହେନାମ ନିବେଦିତା ଲେଙ୍କା।୧। ସଂଘର୍ଷ ଆସିଛି ସଂଗ୍ରାମ ଚାଲିଛିଜୀବନର ଚଲାପଥେପଛକୁ ହଟିନ ହାରିବା ଶିଖିନଚାଲିଛ ବିଜୟ ରଥେ।୨। ମାତୃଭାଷା ଶିକ୍ଷା ବର୍ଣ୍ଣବୋଧ ପାଠଶିଖିଲେ ଅନେକ ପିଲାପାଞ୍ଚଟି…

ଖୁସି

ଗୋଟେ ନୀଳନୀଳ ନୀରବତାସାଗର ର ଲହରୀବୋହିଯିବାର ନିଶା,ପବନ ଆଉ ଝରାପତ୍ର ର ଶବ୍ଦରେନିଶ୍ୱାସ ବିଶ୍ୱାସ ଆଉ ପ୍ରଶ୍ୱାସ କୁ ଅନୁଭବିହୃଦୟ କି ଚୁପ୍ ରୁହେ…!!! (1) କାହିଁ କେଉଁ ଦିନରୁ ଅନୁଭବି ନ'ଥିଲିହୃଦୟ ଟା ମୋର କାନ୍ଦିପାରେ ବୋଲି…ଏବେ ଟିକେ ଆଶ୍ୱସ୍ତିହୃଦୟ…

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ ସବୁ।ଗାଆଁ ମୁଣ୍ଡ ବରଗଛ ମୂଳେମଥାରେ ସିନ୍ଦୂର…