Wed. Oct 14th, 2026

Category: ମଣିମା ଶୁଣିମା ହେଉ

ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ନାଟକ ମଞ୍ଚସ୍ଥ ହେବ

ରାୟଗଡ : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସମସ୍ତ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉପଲକ୍ଷେ ୧୭ ଜାନୁଆରୀ ୨୦୨୪,…

ତ୍ରିବିକ୍ରମ ବେଶରେ ସଜେଇ ହେଲେ ମହାପ୍ରଭୁ

ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ…

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ

https://www.youtube.com/watch?v=XY3IIUOIvyQ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ। ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ରଥ ବାହାରିଛି। ସୋନପୁର, ବୌଦ୍ଧ, ନୟାଗଡ,ଖୋର୍ଦ୍ଧା ଦେଇ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ। ରାସ୍ତା ସାରା ଶ୍ରଦ୍ଧାଳୁମାନେ ଦେଇଥିବା…

ଶ୍ରୀଜୀଉମାନଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି…

ସୁନା ବେଶ ଅବସରରେ ”ଶବ୍ଦ ସମର୍ପଣ” ବହି ସମର୍ପିତ

ପୁରୀ : ପବିତ୍ର ସୁନା ବେଶ ଅବସରରେ ଭୁବନେଶ୍ଵରର ଶବ୍ଦ ମିଡିଆ ତରଫରୁ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଛି ଏକ କଫି ଟେବୁଲ ବୁକ୍, ଶବ୍ଦ ସମର୍ପଣ। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କିଛି ତଥ୍ୟ ,କିଛି ଅନୁଭବ ଓ ବିଶ୍ଵାସର କାହାଣୀ ,ତଥ୍ୟ,…

ରଥ ନିର୍ମାଣ ଜୋରସୋର,ତିନି ରଥରେ କାନକମୁଣ୍ଡି ସରିଲା

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ ।ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’…

ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି⚫❗⚫

ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ ।…

ନେପାଳ ରାଜପରିବାର ସହ ଶ୍ରୀମନ୍ଦିରର ଘନିଷ୍ଠ ସମ୍ପର୍କ

ବିଶ୍ୱର ଏକମାତ୍ର ହିନ୍ଦୁ ଦେଶ ଭାବେ ଖୁବ ପରିଚିତ ନେପାଳ। ପଡୋଶୀ ଦେଶ ହିସାବରେ ତଥା ଧର୍ମ ଓ ପରମ୍ପରାରେ ସାମଞ୍ଜସ୍ୟ ଥିବାରୁ ଭାରତ-ନେପାଳ ମଧ୍ୟରେ ସୁସମ୍ପର୍କ ଦେଖିବାକୁ ମିଳେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନେପାଳ ରାଜପରିବାର ଶ୍ରୀମନ୍ଦିର ନୀତିକାନ୍ତି…