Skip to content
ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ। ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ରଥ ବାହାରିଛି। ସୋନପୁର, ବୌଦ୍ଧ, ନୟାଗଡ,ଖୋର୍ଦ୍ଧା ଦେଇ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ। ରାସ୍ତା ସାରା ଶ୍ରଦ୍ଧାଳୁମାନେ ଦେଇଥିବା ତୁଳସୀ,ଗେଣ୍ଡୁଫୁଲ ଏବଂ ପଦ୍ମ ଫୁଲ ନିଆଯିବ। ପବିତ୍ର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିବ