Category: ଦେଶ ବିଦେଶ
ସାପର ଧମକ୍,ଦଂଶନ କରିବି
ଯଦି ବାରମ୍ବାର ଲଗାତାର ସାପ କାମୁଡୁଛି ତେବେ ଏହାକୁ କଣ ଆପଣ ଦୁର୍ଘଟଣା କହିବେ କି ? ନା କୌଣସି ଷଡଯନ୍ତ୍ର ର ଆଖ୍ୟା ଦେବେ l ଉତ୍ତରପ୍ରଦେଶର ଜଣେ ଯୁବକ ଙ୍କ ସହିତ [more…]
ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ, କାଉଣ୍ଟର କଲେ ନବୀନ
ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ ‘ଏକ୍ସ’ [more…]
କେକେଆର ଜିତିବା ପରେ ଭୁଲ୍ କରିଦେଲେ ଶାହରୁଖ ଖାନ, ସମସ୍ତ ସାମ୍ନାରେ ମାଗିଲେ ଭୁଲ୍
କୋଲକତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ କ୍ୱାଲିଫାୟର ମ୍ୟାଚରେ ହରାଇ ଫାଇନାଲରେ ପ୍ରବେଶ କରିଛି । କେକେଆର ଟିମ୍ ୪ର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି । ଫାଇନାଲ ମ୍ୟାଚ ୨୬ ମଇରେ [more…]
“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” – ଓଡ଼ିଆ ସଂସ୍କରଣ ଲୋକାର୍ପିତ
ଭୁବନେଶ୍ୱର, ତା.୨୨/୦୪: ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ [more…]
ବିଜେଡି ଛାଡି ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ
ଭୁବନେଶ୍ୱର, ତା.୨୨/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ବିକାଶ ଅଭିଯାନରେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି [more…]
ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ
ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ [more…]
ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ
ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। [more…]
ପିଏଚ୍.ଡି ପଢ଼ିବା ପାଇଁ ଦେବାକୁ ପଡିବନି ଏକାଧିକ ପରୀକ୍ଷା
ଏଣିକି ପିଏଚ୍.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍ଇଟି ସ୍କୋର୍ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍ଇଟି ପରୀକ୍ଷାରେ ରଖିଥିବା ସ୍କୋର ଅନୁଯାୟୀ ସିଟ୍ ମିଳିବ। ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନଭିନ୍ନ [more…]
ଶିବସେନାରେ ଯୋଗ ଦେଲେ ଗୋବିନ୍ଦା
ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ କିଛି ବଡ ଖବର ସାମ୍ନାକୁ ଆସିଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସନୋରେ ଯୋଗଦେବା ପରେ ଏଭଳି କିଛି [more…]