1 min read
Latest ନିରବ ନୀଡ଼ ଶବ୍ଦ ସ୍ଵତନ୍ତ୍ର

ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। [more…]

1 min read
Latest Trending ଚିତ୍ର କବିତା ନିରବ ନୀଡ଼

ଝିପି ଝିପି ବର୍ଷା

କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ [more…]

0 min read
Latest Popular Trending ଓଡ଼ିଶା ମିଠାକଥା

କ’ଣ ରହିଛି ଗୁରୁ ପୂର୍ଣ୍ଣିମାର ମହତ୍ତ୍ଵ?

ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ଦିନଟି ବେଶ ମହତ୍ବ ରଖେ। ଏହି ଦିନ ପବିତ୍ର ନଦୀରେ ଗାଧୋଇ ଗରିବ ଲୋକଙ୍କୁ [more…]

1 min read
Latest ଓଡ଼ିଶା ଦେଶ ଖବର ଦେଶ ବିଦେଶ ବ୍ୟକ୍ତିତ୍ଵ ମିଠାକଥା

ଜାରି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା

ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି [more…]

1 min read
Latest Popular ଆଞ୍ଚଳିକ ଓଡ଼ିଶା ତତ୍ତ୍ୱ ମାହାତ୍ମ୍ୟ ଜଗନ୍ନାଥ ମିଠାକଥା ଲୀଳାମୟ ଜଗନ୍ନାଥ ଶବ୍ଦ ସ୍ଵତନ୍ତ୍ର

କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?

ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, [more…]

1 min read
Latest ନିରବ ନୀଡ଼ ମିଠାକଥା

ସୂର୍ଯ୍ୟମୁଖୀ ଓ ମୁଁ

ଆଶା ସବୁ ମୋର,ଓ ପାଖୁଡ଼ା ସବୁ ତାର।ମୋର ଗୋଟି ଗୋଟି ଆଶା ପରି,ସୂର୍ଯ୍ୟମୁଖୀ ବି ଝଡ଼ଉଥାଏଗୋଟିଏ ଗୋଟିଏ ପାଖୁଡ଼ାପବନର ଉତ୍ପୀଡନରେ।ତଥାପି ତ ସମ୍ପର୍କ ତୁଟିନିପବନ ସହ ଆମ ଦୁହିଁଙ୍କର। ହେଲେ ମୁଁ କଣ ଝଡ଼ିଛିନା [more…]

1 min read
Latest Popular ଜୀବନ ସଂସ୍କୃତି ଦେଶ ଖବର ଦେଶ ବିଦେଶ ମିଠାକଥା ସହର

ବରକୁ ସିଗାରେଟ୍ ପିଆଇଲେ, ସ୍ୱାଗତ କଲେ

ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । [more…]

1 min read
Latest Popular ନିରବ ନୀଡ଼ ମିଠାକଥା

ପାହାଡୀ ଈଶ୍ୱର

ଏଠି ! ସ୍ୱର୍ଗ ଦାୟିତ୍ଵ’ରେସ୍ୱୟଂ ‘ସ୍ୱୟଂଭୁ’ବ୍ରହ୍ମାଣ୍ଡ ଯାକରକଥା ବୁଝୁ ବୁଝୁଥକ୍କି ଯାଆନ୍ତି,‘ମାଲ୍ୟଵନ୍ତ’ଭୂମି’ରମହାପ୍ରଭୁ,ପୃଥିବୀ ଯାକ’ରଦୁଃଖଭାରବୋହିବା’ପାଇଁଏବେ‘ମହାଯାତ୍ରା’ରେବେଣ୍ଟ ଡ଼ଙ୍ଗରିଆ,ଅରଣ୍ୟ’ଈଶ୍ୱର ? ପାହାଡ଼ ଖୋଲ’ ସନ୍ଧି’ରେ,ଆନ୍ଧ୍ର ଓଡ଼ିଶା କନ୍ଦି’ରେ‘ପୋଲୁର୍’ଗାଁ କଡ଼ରେ‘ସାବେରୀ’ସିଲେରୁ’ନଈରେବାଉଁଶଡ଼ଙ୍ଗା ଚାପରେଲକ୍ଷେ ଭକ୍ତଙ୍କ ମେଳରେଜଳକ୍ରୀଡା ‘ଜଳତ୍ସୋଵ‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’ମାଟି ରେଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେଶିଆଡିଲତା’ର [more…]

1 min read
Latest Trending ଆଞ୍ଚଳିକ ଓଡ଼ିଶା ନିରବ ନୀଡ଼ ସହର

କାୟାକଳ୍ପ ତରଫରୁ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ଉନ୍ମୋଚିତ

ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ କ୍ରିଏଟିଭ,ବାଦାମବାଡି ଦ୍ୱାରା ପ୍ରକାଶିତ ସୁଷମା ବାରିକଙ୍କ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ପୁସ୍ତକ କଟକ ଟାଉନ ହଲ ଠାରେ୍ ଉନ୍ମୋଚିତ ହୋଇଛି । ପ୍ରାଧ୍ୟାପିକା [more…]