Category: ମିଠାକଥା
ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା
ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। [more…]
ଝିପି ଝିପି ବର୍ଷା
କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ [more…]
ଜାରି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା
ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି [more…]
କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?
ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, [more…]
ସୂର୍ଯ୍ୟମୁଖୀ ଓ ମୁଁ
ଆଶା ସବୁ ମୋର,ଓ ପାଖୁଡ଼ା ସବୁ ତାର।ମୋର ଗୋଟି ଗୋଟି ଆଶା ପରି,ସୂର୍ଯ୍ୟମୁଖୀ ବି ଝଡ଼ଉଥାଏଗୋଟିଏ ଗୋଟିଏ ପାଖୁଡ଼ାପବନର ଉତ୍ପୀଡନରେ।ତଥାପି ତ ସମ୍ପର୍କ ତୁଟିନିପବନ ସହ ଆମ ଦୁହିଁଙ୍କର। ହେଲେ ମୁଁ କଣ ଝଡ଼ିଛିନା [more…]
ବରକୁ ସିଗାରେଟ୍ ପିଆଇଲେ, ସ୍ୱାଗତ କଲେ
ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । [more…]
ପାହାଡୀ ଈଶ୍ୱର
ଏଠି ! ସ୍ୱର୍ଗ ଦାୟିତ୍ଵ’ରେସ୍ୱୟଂ ‘ସ୍ୱୟଂଭୁ’ବ୍ରହ୍ମାଣ୍ଡ ଯାକରକଥା ବୁଝୁ ବୁଝୁଥକ୍କି ଯାଆନ୍ତି,‘ମାଲ୍ୟଵନ୍ତ’ଭୂମି’ରମହାପ୍ରଭୁ,ପୃଥିବୀ ଯାକ’ରଦୁଃଖଭାରବୋହିବା’ପାଇଁଏବେ‘ମହାଯାତ୍ରା’ରେବେଣ୍ଟ ଡ଼ଙ୍ଗରିଆ,ଅରଣ୍ୟ’ଈଶ୍ୱର ? ପାହାଡ଼ ଖୋଲ’ ସନ୍ଧି’ରେ,ଆନ୍ଧ୍ର ଓଡ଼ିଶା କନ୍ଦି’ରେ‘ପୋଲୁର୍’ଗାଁ କଡ଼ରେ‘ସାବେରୀ’ସିଲେରୁ’ନଈରେବାଉଁଶଡ଼ଙ୍ଗା ଚାପରେଲକ୍ଷେ ଭକ୍ତଙ୍କ ମେଳରେଜଳକ୍ରୀଡା ‘ଜଳତ୍ସୋଵ‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’ମାଟି ରେଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେଶିଆଡିଲତା’ର [more…]