Wed. Oct 14th, 2026

Month: March 2023

ମୋଦିଙ୍କ ଡିଗ୍ରୀକୁ ନେଇ କେଜ୍ରିୱାଲଙ୍କ ବୟାନ ପରେ ରାୟ ଦେଲେ ଗୁଜରାଟ ହାଇକୋର୍ଟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାଗିବା ମାମଲାର ରାୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ଶୁକ୍ରବାର କୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ର ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ଗୁଜରାଟ ୟୁନିଭର୍ସିଟିକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ…

ଶନିବାର ପଟିଆଲା ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ!

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଟିଆଲା ଜେଲରୁ ମୁକ୍ତ ହୋଇପାରନ୍ତି। ସିଦ୍ଧୁଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ଶେୟାର କରାଯାଇଛି। ତେବେ ପଞ୍ଜାବ ସରକାର ଏ ସମ୍ପର୍କରେ ଯଥାର୍ଥ ସୂଚନା ଦେଇ ନ ଥିବା ଜଣାପଡିଛି।…

ମହଙ୍ଗା ହେବ ଏପ୍ରିଲ୍

ଏପ୍ରିଲ୍ ମାସ ଆରମ୍ଭରେ ୨୯୨୩-୨୪ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି । ସରକାରୀ ଗ୍ୟାସ କମ୍ପାନୀଗୁଡିକ ପ୍ରତ୍ୟେକ ମାସ ୧ରେ ଏଲପିଜି ମୂଲ୍ୟ ସଂଶୋଧନ କରି ନୂଆ ମୂଲ୍ୟ ଜାରି କରନ୍ତି। ମାର୍ଚ୍ଚ ଆରମ୍ଭରେ ଘରୋଇ ଗ୍ୟାସ ସିଲିଣ୍ଡରର…

ଅଯୋଗ୍ୟ ନାଁ ରାହୁଲ!

ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର ସୂଚନା ନ…

ଦୁର୍ଗମ ଇଲାକାରେ ଅପହଞ୍ଚ ନେଟୱର୍କ ସେବା ; ପାହାଡ ଉପରେ ବ୍ୟାଙ୍କ ସେବା ଯୋଗାଉଛି ମିଶନ ଶକ୍ତି

ଆଧୁନିକ ଯୁଗରେ ଭାରତର କୋଣ ଅନୁକୋଣରେ ଅତ୍ୟାଧୁନିକ 5G ସେବା କାର୍ଯ୍ୟକାରୀ ହେଲାଣି ।କିନ୍ତୁ ଦୁର୍ଗମାଞ୍ଚଳ ରେ ଏବେ ବି ଅପହଞ୍ଚ , ମୋବାଇଲ ନେଟୱର୍କ ସେବା । ଏଥିପାଇଁ ଅନେକ ସ୍ଥାନରେ କେଉଁଠି ପାହାଡ଼ ଉପରେ ତ ଅନ୍ୟ କେଉଁଠାରେ…

ପୁରୀରେ ରାମ ନବମୀ ରୁ ଆରମ୍ଭ ହେଲା ସାହିଯାତ

ଆଜି ରାମ ନବମୀ।ମର୍ଯ୍ୟଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ତିଥି।ଏହି ପବିତ୍ର ତିଥି ରୁ ଆରମ୍ଭ ହୋଇଛି ପୁରୀ ର ପ୍ରସିଦ୍ଧ ସାହିଯାତ।ଯାହା ରାମ ନବମୀ ଠାରୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅର୍ଥାତ ଅପ୍ରେଲ ୧୫ ତାରିଖ…

ମାଆ ଭଗବତୀଙ୍କ ପୀଠରେ ଅଶୋକାଷ୍ଟମୀ

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ । ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକ ଯାତ୍ରା ମା’ଙ୍କର ବର୍ଷର ଶେଷ…

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ଜୟପ୍ରଦା । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ…

ପୁଣି ଛଟେଇ ପର୍ବରେ ଅନ୍‌ଏକାଡେମୀ

ଥମୁନି ଛଟେଇ ପର୍ବ। ଅନଲାଇନ୍‌ ଶିକ୍ଷାଦାନ କରୁଥିବା ଦ୍ବିତୀୟ ବଡ଼ ଭାରତୀୟ କମ୍ପାନୀ ଅନ୍‌ଏକାଡେମୀ ପୁଣି ଥରେ ଶତାଧିକ କର୍ମଚାରୀଙ୍କ ଛଟେଇ କରିଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ଚତୁର୍ଥ ଥର ଛଟେଇରେ ପ୍ରାୟ ୧୨ ପ୍ରତିଶତ କର୍ମଚାରୀ ଅର୍ଥାତ୍‌…

ରାହୁଲଙ୍କୁ ନେଇ ଏମିତି କହିଲା ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ

ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଘଟଣା ଦାଣ୍ଡରେ ପଡି ହାଟରେ ପଡ଼ିଲାଣି। ଦେଶ ପରେ ବର୍ତ୍ତମାନ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଲାଣି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର…