ଅଯୋଗ୍ୟ ନାଁ ରାହୁଲ!

ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର ସୂଚନା ନ ଦେଇଥିବା ଅଭିଯୋଗରେ ‘ରାହୁଲ ଗାନ୍ଧୀ କେ. ଇ ପୁତ୍ର ଓ ବଲସମା’କୁ ଅଯୋଗ୍ୟ ଘୋଷିତ କରାଯାଇଛି ।୨୦୧୯ ଲୋକ ସଭା ନିର୍ବାଚନ ସମୟରେ କେରଳର ୱାଇନାଡ ଆସନରୁ ସେ ନିର୍ଦ୍ଦଳୀୟ ନିର୍ବାଚନ ଲଢିଥିଲେ, ସେଠାରୁ ରାହୁଲ ଗାନ୍ଧୀ ବହୁମତରେ ବିଜୟୀ ହୋଇଥିଲେ । ସେତେବେଳେ ରାହୁଲଙ୍କ ସମାନ ନାମକୁ ୨୧୯୬ ଭୋଟ ମିଳିଥିଲା ।

You May Also Like

More From Author

+ There are no comments

Add yours