Wed. Oct 14th, 2026

Category: ସିନେମା ଖବର

ଘୋଷଣା ହେଲା ୨୦୨୪ ଓସ୍କାର

ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ହେଉଛି ଓସ୍କାର। ୨୦୨୪ ବର୍ଷ ଲାଗି ଓସ୍କାର ପୁରସ୍କାର ଘୋଷିତ ହୋଇଛି । ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି…

ଦୁବାଇରେ ଚାମକିଲେ ଓଡ଼ିଆ ତାରକା

ଦୁବାଇ ଠାରେ ଅନୁଷ୍ଠିତ ହୋଇଯାଇଅଛି ଓଲିଉଡ ପୁରସ୍କାର ମହୋତ୍ସବ। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏଵଂ ୟୁ. ଏ. ଇ. ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି…

ଆନ୍ଧ୍ରରେ ସମ୍ମାନିତ ହେଲେ ଓଡିଆ ଅଭିନେତା କୁମାର ନାୟକ

ସମ୍ମାନଜନକ କଳାନିଧି ପୁରସ୍କାରରେ ସମ୍ମାନିତ ହେଲେ ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସିନେ କଳାକାର କୁମାର ନାୟକ। ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ତାଙ୍କୁ ଏହି…

ଲିକ୍‌ ହେଲା ‘ଆଦିପୁରୁଷ’ର ଏଚ୍‌ଡି ଭର୍ସନ

ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରରଙ୍କ…

ରିଲିଜ ହୋଇଛି ‘ଓଏମଜି-୨’ର ନୂଆ ପୋଷ୍ଟର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଓଏମଜି-୨’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଦମଦାର ପୋଷ୍ଟରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁନିକଟରେ ଫିଲ୍ମର ପ୍ରଥମ…

ବନ୍ଦ ହେବ ‘ଦି କପିଲ ଶର୍ମା ଶୋ’?

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି।…

ତୃତୀୟ ଦିନରେ ୩୦୦ କୋଟି ଆୟ କଲା ‘ଆଦିପୁରୁଷ’

ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରର୍‌ ମୁଭି ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ…

ବଦଳିବ ଆଦିପୁରୁଷର ଡାଇଲଗ

ବଦଳିବ ଫିଲ୍ମ ଆଦିପୁରୁଷର ଡାଇଲଗ୍ । ବିବାଦୀୟ ଡାଇଲଗକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଇଲଗ୍ ଯାହା…

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନ

ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ…

ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକସୁଦୀପ୍ତୋ ସେନ

‘ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ…