Wed. Oct 14th, 2026

Month: July 2023

ଅଗଷ୍ଟ ମାସରେ ନିୟମରେ ବଡ ପରିବର୍ତ୍ତନ

ଶବ୍ଦ ଓଡିଶା ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ନୂଆ ମାସ ଆରମ୍ଭ ହେବ । ନୂଆ ମାସ ଆରମ୍ଭ ସହ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ନାଗରିକଙ୍କ ଜୀବନ ଉପରେ ପଡିବାକୁ ଯାଉଛି ।…

କାଲିଠୁ ଖୋଲିପାରେ ମାର୍କେଟ୍ ବିଲଡିଂ

ଶବ୍ଦ ଓଡିଶା ବ୍ୟୁରୋ: ଅନେକ ଦିନ ବନ୍ଦ ରହିବା ପରେ ଆସନ୍ତାକାଲି ଖୋଲିପାରେ ୟୁନିଟ-୨ ମାର୍କେଟ୍ ବିଲଡିଂ। ଆଜି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ। ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ…

ପୁରୀ ସହରରେ ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା, 20 ହଜାର ଟଙ୍କା ଜରିମାନା କଲେ ଆରଟିଓ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକମାନଙ୍କରେ ଆରଟିଓ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଛନ୍ତି l ଦ୍ରୁତଗତିରେ ଯାତ୍ରା କରୁଥିବା ଏକ ଅଟୋକୁ ଆର ଟି ଓ ଅଟକାଇ…

ମିଶନ ୨୦୨୪: ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ମୋଦୀ ଦେବେ ବିଜୟର ମନ୍ତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ନେଇ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଜରିଆରେ ଆଗକୁ ବଢୁଛନ୍ତି । ସେପଟେ ଏନଡିଏ ନିଜର ସାଥୀଙ୍କୁ ଯୋଡିବା ପାଇଁ କାମ ଆରମ୍ଭ…

ଚଳନ୍ତା ଟ୍ରେନରେ ଗୁଳି, ଏଏସଆଇଙ୍କ ସହ ୩ ଯାତ୍ରୀଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ । ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ହଇଚଇ ଖେଳିଯାଇଥିଲା । ସକାଳ ପାଖାପାଖି ୫ଟା ସମୟରେ ହଠାତ ଏକ ବଗିରେ ଗୁଳିମାଡ ହୋଇଥିଲା । ଫଳରେ ଜଣେ ଏଏସଆଇଙ୍କ…

ରାଜ୍ୟରେ ୫ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ବଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ତାରିଖରୁ ରାଜ୍ୟରେ ବର୍ଷାର…

ଭ୍ୟାନ୍ ଓଲଟି ୧୨ କାଉଡ଼ିଆ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।ଗୋହିରା ନିକଟରେ ଗୋଟିଏ…

ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଓଡ଼ିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର…

ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ମରଣ ମୁହଁରୁ ବର୍ତିଗଲେ ମହିଳା ଯାତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆକସ୍ମିକ ଅଘଟଣରୁ ବର୍ତିଗଲେ ମହିଳା ଯାତ୍ରୀ । ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ । ଫଳରେ ଯାତ୍ରୀ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ ।…

ଯାନ୍ତ୍ରୀକ ତ୍ରୁଟି ପାଇଁ ଅଟକିଲା ଏକ୍ସପ୍ରେସ୍

ଶବ୍ଦ ଓଡିଶା ବ୍ୟୁରୋ: ଯାନ୍ତ୍ରିକ ତ୍ରୁଟିରୁ ଅଟକିଲା ଇସ୍ପାତ ଏକ୍ସପ୍ରେସ । ବଲାଙ୍ଗୀର ସଇଁତଳାରେ ପାଖାପାଖି ୨ ଘଣ୍ଟା ୯ ମିନିଟ୍ ଟ୍ରେନ୍ ଅଟକିବା ପରେ ଗଡିଲା ଟ୍ରେନ୍ । କଣ୍ଟାବାଞ୍ଜିରୁ ହାୱଡା ଯିବା ବେଳେ ଅଟକିଥିଲା ଏହି ଏକ୍ସପ୍ରେସ ।…