ରିଲିଜ ହୋଇଛି ‘ଓଏମଜି-୨’ର ନୂଆ ପୋଷ୍ଟର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଓଏମଜି-୨’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଦମଦାର ପୋଷ୍ଟରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ଭଗବାନ ଶିବଙ୍କ ରୂପରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରି ଅକ୍ଷୟ ଖୁବଶୀଘ୍ର ଟିଜର ରିଲିଜ ହେବା ନେଇ ସୂଚନା ଦେଇଛନ୍ତି । 11ବର୍ଷ ପରେ ପୁଣି ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମଜି 2’।

You May Also Like

More From Author

+ There are no comments

Add yours