Wed. Oct 14th, 2026

Month: October 2023

ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ

ପୁରୀ ୨୮/୧୦ ମତଦାତାଙ୍କ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ । ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମ କୁ ଅନ୍ତର୍ଭୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ମୁକ୍ତାକାଶ…

ଆଦିବାସୀଙ୍କ ନିଆରା ପର୍ବ ଅଶିଣ ଯାତ୍ରା,ଗାଁରେ ନିଶାକୁ ନା

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆରା ପରମ୍ପରାର ଅଶିଣ ପର୍ବ । ଏହାକୁ ମହା ଆଡମ୍ବରରେ ଗ୍ରାମ୍ୟ ଦେବି କୁରେଇଶୁଣୀ ମନ୍ଦିର ରେ ସମ୍ପୁର୍ଣ୍ଣ ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ ହେଲେ ଏଠି କୌଣସି ଝିଲମିଲ ଆଲୁଅ ରେ ସାଜ ସଜା…

କୁମାର ପୂର୍ଣ୍ଣିମା ପାଳନ ପଛରେ ଅନେକ କଥା

କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ, କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ… ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ…

?? ଗଜଲକ୍ଷ୍ମୀ ପୂଜା,କିଛି କଥା ??

⚫❗⚫?? ଗଜଲକ୍ଷ୍ମୀ ??ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ…

ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡା, ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ କମିଟି ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର,ତା.୧୮/୧୦: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଛି । କିଏ କହୁଛି ଲୁଟ୍ ହୋଇଛି ତ ଆଉ କିଏ କହୁଛି ଚାବି ହଜିଯାଇଛି । ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…

“ଆଦିରୋନ ୨୦୨୩ରେ” ଭlଗନେଲେ ୩୫୦୦ଜଣ ପ୍ରତିଯୋଗୀ

ରାୟଗଡ:-ତା.୧୩/୧୦-ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡ ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ର ଛାତ୍ରୀ ଭାଗ ନେଇ ଥିବାବେଳେ ମୁଖ୍ୟ ଅତିଥି ଭାବେ…

‘ଅପରେସନ୍ ଅଜୟ’ରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଇସ୍ରାଏଲରୁ ଫେରିଲେ ଭାରତୀୟ । ଅପରେସନ ଅଜୟରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ…

ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ

ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ର ଅପୂର୍ବ ସଫଳତା ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ…

ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA)ଓ ଅନ୍ୟାନ୍ୟ କ୍ଷେତ ମଜଦୁର ସଭା ତରଫରୁ କୋଲନରାରେ ଧାରଣା

ଚଳିତ ମାସ 11 10 2023 ତାରିଖ ଦିନ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA)ଓ ଅନ୍ୟାନ୍ୟ କ୍ଷେତ ମଜଦୁର ସଭା ତରଫରୁ ଦେଶ ବ୍ୟାପୀ ପ୍ରତିବାଦ ନେଇ କୋଲନରା ବ୍ଲକ ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା…