ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡା, ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ କମିଟି ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା l ପୁରହିତ ଙ୍କ ସହ କର୍ତ୍ତା ରୂପେ ଶ୍ରୀ ମନୋଜ ରାଉତ ଓ ତାଙ୍କ ଧର୍ମପତ୍ନୀ ପୂଜାକାର୍ଯ୍ୟ କରିଥିଲେ l ସମସ୍ତଙ୍କ ସହଯୋଗରେ ସକାଳ 9 ଘଟିକା ସମୟରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା l ଆସନ୍ତା 27 ତାରିଖରୁ 2 ତାରିଖ ପର୍ଯ୍ୟନ୍ତ 7 ଦିନ ଧରି ପୂଜା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି l

You May Also Like

More From Author

+ There are no comments

Add yours