Tag: #odishanews
ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ପାଳିତ
ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଓ ଏହାର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ୬୦ତମ ଜନ୍ମ ବାର୍ଷିକୀ ଅବସରରେ ରସୁଲଗଡ଼ ସ୍ଥିତ ସେବା ହିଁ ସେବା ଅନୁଷ୍ଠାନର ବୟସ୍କ ମାଆ ବାପାଙ୍କ [more…]
ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ, କାଉଣ୍ଟର କଲେ ନବୀନ
ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ ‘ଏକ୍ସ’ [more…]
କେକେଆର ଜିତିବା ପରେ ଭୁଲ୍ କରିଦେଲେ ଶାହରୁଖ ଖାନ, ସମସ୍ତ ସାମ୍ନାରେ ମାଗିଲେ ଭୁଲ୍
କୋଲକତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ କ୍ୱାଲିଫାୟର ମ୍ୟାଚରେ ହରାଇ ଫାଇନାଲରେ ପ୍ରବେଶ କରିଛି । କେକେଆର ଟିମ୍ ୪ର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି । ଫାଇନାଲ ମ୍ୟାଚ ୨୬ ମଇରେ [more…]
ପାଇକ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ପାଳିତ
ବରମୁଣ୍ଡା ପାଇକ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନୁଷ୍ଠାନର [more…]
ପ୍ରତିଶ୍ରୁତି ପତ୍ରିକାର ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ, ସମ୍ମାନିତ ହେଲେ କୁନି ପ୍ରତିଭା ଲାଶ୍ୟା
ଭୁବନେଶ୍ୱର : ପ୍ରତିଶ୍ରୁତି ପତ୍ରିକା ପରିବାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ଷଷ୍ଠ ସଂସ୍କରଣ ( ଲୋକକଳା ବିଶେଷାଙ୍କ [more…]
“ଉତ୍କଳୀୟ”ରେ ଓଡ଼ିଶା ସଂସ୍କୃତି -ପରମ୍ପରାର ଝଲକ
ଜୟଦେବ ଭବନରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଦଶତମ ପ୍ରତିଷ୍ଠା ଦିବସ ସମାରୋହ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବମୁଖର ପରିବେଶରେ ଶନିବାର ପାଳିତ ହୋଇଯାଇଛି । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚାଲିଚଳଣିକୁ ନେଇ [more…]
ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ
ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ [more…]
ବିଜେଡିକୁ ବଡ ଝଟକା
ଦୁର୍ବଳ ହେଉଛି ବିଜେଡି, ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା । ଆଜି ଗୋଟିଏ ଦିନରେ ବିଜେଡିକୁ ଲାଗିଛି ତିନି ତିନୋଟି ଝଟକା। ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀଙ୍କ ପରେ ସିନେ ତାରକାମାନେ ବିଜେଡି [more…]
ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ
ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। [more…]