Wed. Oct 14th, 2026

Category: ଶବ୍ଦ ସ୍ଵତନ୍ତ୍ର

କବିତା ନୂଆ ବର୍ଷ

କବିତା ନୂଆ ବର୍ଷ ଏଇ ଏବେ ଗଲା ବେଳେ ଲାଗୁଥିଲା କିଏ ବର୍ଷ'ଟା ଶିଘ୍ର ଚାଲିଗଲା କଷି ପୌଷ'ର ଫୁଙ୍ଗୁଳା ଆକାଶ ତଳେହାଇ ମାରୁ ମାରୁ ରାତି ଆସିଗଲା,ନିଦ'କୁ ଡରୁଥିବା କଅଁଳା ଛୁଆର ମାଆଟିଘୋଡେ଼ଇଦେଲା ଅନ୍ଧାର ରାତିର କଳା କମ୍ବଳତା ଉପରେ…

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି। କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ…

ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। ସୁଫି ସନ୍ୟାସୀଙ୍କ ଦେହାନ୍ତ ପରେ, ସନ୍ଥ…

ପାତାଳୀ ଶ୍ରୀକ୍ଷତ୍ରର ନିଆରା ରଥଯାତ୍ରା

ସୁବର୍ଣ୍ଣପୁରଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।କୋଟସମଲାଇର ଛଳିଆ ପାହଡ ର ଶ୍ରୀମନ୍ଦିର ରୁ ବାହାରି ଥିଲେ ଘୋଷଯାତ୍ରା ରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର…

ପ୍ରକାଶ ପାଇଲା ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ; ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ ବ୍ୟାନରରେ ହେଲା ଲୋକାର୍ପଣ

ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ, ଭୁବନେଶ୍ୱର ପ୍ରକାଶନ ବିଭାଗ…

ପାତାଳୀ ଶ୍ରୀକ୍ଷେତ୍ର ଓ ରଥଯାତ୍ରାର ଜଣା ଅଜଣା କଥା

କାହିଁ କେତେ ଦିନରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ତ୍ରୀକୁଟ କନ୍ଦର ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଛି । ଅତୀତରେ ଶ୍ରୀମନ୍ଦିରୁ ଜଗନ୍ନାଥ ବିଭିନ୍ନ ସମୟରେ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । କେତେବେଳେ ନୀଳ ଜଳରାଶି…

ଭକ୍ତଙ୍କର ଭକ୍ତିକୁ ନେଇ ସଉଦା; ବିକ୍ରି ହେଉଛି ନକଲି ମହାପ୍ରସାଦ

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା ପରେ ବର୍ତ୍ତମାନ ମହାପ୍ରସାଦକୁ…

ଭଙ୍ଗା ହେବ ବାହାନଗା ହାଇସ୍କୁଲ!

ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର। ସ୍କୁଲ ପରିଦର୍ଶନ ବେଳେ ଏଭଳି କିଛି ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ। ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଏହି ଘରେ…

ପୋଲିସକୁ ମାଡ଼ ମାରିବା ଘଟଣା, ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ତଦନ୍ତକାରୀ ପୋଲିସ ଅଧିକାରୀକୁ ଗ୍ରାମବାସୀଙ୍କ ମାଡ ଘଟଣା । ଆଜି ଭୋର ସକାଳୁ ୨ ଜଣ ଅଭିଯୁକ୍ତକୁ ଉଠାଇ ଆଣିଲା ସୁବଳୟା ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ଦେଲେ…