ଥ୍ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଓଡ଼ିଶା ଅଞ୍ଚଳର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
ଥ୍ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ (ଟି.ଓ.ଏସ୍), ଓଡ଼ିଶା ଅଞ୍ଚଳ ର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ୨୨/୦୯/୨୦୨୩ରେ ରମା ଦେବୀ ମହିଳା ବିଶ୍ବବିଦ୍ୟାଳୟ ଭୁବନେଶ୍ବର, ଅଡିଟୋରିୟମରେ ସନ୍ଧ୍ୟା ୬ଟାରୁ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ସମ୍ବେଦନା ସହିତ…