Wed. Oct 14th, 2026

ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର। ସ୍କୁଲ ପରିଦର୍ଶନ ବେଳେ ଏଭଳି କିଛି ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ। ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଏହି ଘରେ ରଖାଯାଇଥିଲା। ପିଲା ଡରୁଥିବାରୁ ଏହି ଘରକୁ ନେଇ ସଂଶୟ ରହିଛି। ଯେଉଁଥି ପାଇଁ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ।

Leave a Reply

Your email address will not be published. Required fields are marked *