Wed. Oct 14th, 2026

Category: 24 Election

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” – ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର, ତା.୨୨/୦୪: ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ ।…

ବିଜେଡି ଛାଡି ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ

ଭୁବନେଶ୍ୱର, ତା.୨୨/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ବିକାଶ ଅଭିଯାନରେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ନିଜ ଶତାଧିକ…

ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ

ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଭାଷା,…

ସାଧାରଣ ଲୋକଙ୍କ ପାଇଁ ଅସାଧାରଣ ମଣିଷ,ପ୍ରମୋଦ ମଲ୍ଲିକଙ୍କ ସହ କଥାବାର୍ତ୍ତା

'' ସାଧାରଣ ଲୋକଙ୍କ ପାଇଁ ସେ ଅସାଧାରଣ ମଣିଷ । ତାଙ୍କ ଜୀବନ ଗୋଟେ ଆଦର୍ଶ ,ଗୋଟେ ପ୍ରେରଣା । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟ ପ୍ରମୋଦ ମଲ୍ଲିକ । ଶରଧାରେ ଗାଁ ଗହଳି ଲୋକେ କୁହନ୍ତି…

ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର :୨୨/୩ (ଦିଲୀପ ମହାନ୍ତି )-ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧୂକାରୀ ଶ୍ରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି…

ଶଙ୍ଖ ଧରିଲେ ବିଜୟଙ୍କ ପୁଅ ଅରବିନ୍ଦ

ଶଙ୍ଖ ଧରିଲେ ଅରବିନ୍ଦ । ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ । ବିଜେଡି…

ନବୀନ ନିବାସରେ ବସିଛି ବିଜେଡିର ବଡ ବୈଠକ

ବିଜେଡିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡାକରା I ନବୀନ ନିବାସରେ ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନାରେ ସାମିଲ ହୋଇଛନ୍ତି । ଏହି ବୈଠକରେ ବିଜେପି-ବିଜେଡି ମେଣ୍ଟ…

ମଧ୍ୟପ୍ରଦେଶରେ ଏଥର ମୋହନ ସରକାର,

ମଧ୍ୟପ୍ରଦେଶରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡ. ମୋହନ ଯାଦବ ମୁକୁଟ ପିନ୍ଧିଛନ୍ତି। ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ ସମର୍ଥକମାନେ ତାଙ୍କ କନଭେନକୁ ଅଟକାଇଥିଲେ। ଏହି ସମୟରେ ମହିଳାମାନେ ‘ମାମା-ମାମା’ର ସ୍ଲୋଗାନ…

ସଂଘ ସ୍ଥିର,ଜାତିରେ ପରିବର୍ତ୍ତନ,ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରେ ବିଜେପିର ସମୀକରଣ

ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର ପସନ୍ଦକୁ ନେଇ ଚର୍ଚ୍ଚା ଜୋରଦାର । 2024 ନିର୍ବାଚନ ପୂର୍ବରୁ ରାଜନୀତି ଓ ଜାତିକୁ ନେଇ ଖୁବ ସତର୍କତାର ସହ ଦଳ ରଣନୀତି ପ୍ରସ୍ତୁତ କରିଛି । ଛତିଶଗଡର ଜଣେ…