Wed. Oct 14th, 2026

Month: October 2022

ବଦଳିବ ଟ୍ୱିଟର

ପୁଣି ଚର୍ଚ୍ଚାରେ ଟ୍ୱିଟର । ଖୁବ ଶୀଘ୍ର ହେବ ପରିବର୍ତନ । ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ହିଂସା ଉସୁକାଇବା ପାଇଁ ବ୍ୟାନ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି ।…

ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?

ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର…

କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?

ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…

ଦଳାଚକଟାରେ ୧୫୧ ଲୋକଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାରେ ଘଟିଛି ବଡ଼ ଧରଣର ଅଘଟଣ । ଏକ ସାଙ୍ଗେ ଯାଇଛି ୧୫୧ ଲୋକଙ୍କ ଜୀବନ । ଏହି ଅଘଟଣ ଦଳାଚକଟା ଯୋଗୁଁ ଯାଇଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ଚାଲିଥିଲା ହେଲୋୱିନ ଉତ୍ସବ । ଉତ୍ସବରେ…

୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବ ଭାରତ

ନୂଆ ଯୋଜନା ରେ ଭାରତ। ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଇସ୍ରୋ…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁଣି ଘଟିଛି ଅଘଟଣ । ଶ୍ରୀମନ୍ଦିରରୁ ପୁଣି ଖସିଛି ପଥର । କେତେ ବେଳେ ରତ୍ନ ଭଣ୍ଡାର ଚାବି ହଜିବା ତ ଆଉ କେତେ ବେଳେ ସିଂହଦ୍ୱାରା ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ଘଟଣା । ସମୟେ ସମୟେ ଅନେକ ନୀତିକାନ୍ତିରେ…

ମହାବାତ୍ୟାକୁ ପୂରିଛି ୨୩ ବର୍ଷ

୨୫ ଅକ୍ଟୋବର ୧୯୯୯ ମସିହା । ଥାଇଲାଣ୍ଡ ପାଖ ସମୁଦ୍ରରେ ସୃଷ୍ଟି ହୋଇଥିଲା ଅବପାତ । ଧିରେ ଧିରେ ଏହା ଶକ୍ତିଶାଳୀ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା । ୨୯ ଅକ୍ଟୋବର ୧୯୯୯ ସଂଧ୍ୟା ଦିନ ଥିଲା ଯେତେବେଳେ ଜଳବନ୍ଦୀ…

ପର୍ଣ୍ଣକୁ ନା କଲେ ପୋପ୍

ବଡ଼ ଖୁଲାସା କରିଛନ୍ତି ପୋପ ଫ୍ରାନ୍ସିସ୍ । ବୁଧବାର ପୋପଙ୍କ ଏକ ଲିଖିତ ଭାଷଣ ପ୍ରକାଶ ପାଇଛି । ଯେଉଁଥିରେ ଲେଖା ହୋଇଥିଲା ଯେ, ଖ୍ରୀଷ୍ଟିଆନ ପାଦ୍ରୀମାନେ ପର୍ଣ୍ଣ ଭିଡିଓ ଦେଖନ୍ତି । ତେବେ ପୂରା କଥା ଟା କ’ଣ ଜାଣି…

ଦୀପାବଳୀ ପାଳିଲେ ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲା

ଶୁଭ ଦୀପାବଳୀ ଉପଲକ୍ଷେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କାଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ବିହାର ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ବର୍ଣ୍ଣବୋଧ ପାଠଶାଳାର ୧୨୦ ପିଲାଙ୍କୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ାର ରାଜ୍ୟ…

ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି ।…