Wed. Oct 14th, 2026

Month: November 2022

ଫଶିଗଲା ଗୁଗଲ!

ସାବାଡ ହେବ ଗୁଗଲ । ଗଣିବାକୁ ପଡିବ ତଣ୍ଡ । ଗୁଗଲର ମନମାନି ନୀତି ଏବେ ବନ୍ଦ ହେବ । ମିଚିଗାନ୍ ଆଟର୍ଣ୍ଣି ଜେନେରାଲ ଡାନା ନେସେଲ୍ ଏନେଇ ଘୋଷଣା କରିଛନ୍ତି । ଲୋକେସନ ଇସ୍ୟୁ କୁ ନେଇ କରାଯାଇଛି ଏହି…

ପ୍ଲେ ବଏ’ର କିଲର କାହାଣୀ….

ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…

କମିବ ରେଳ ଦୁର୍ଘଟଣା; ନୂଆ ନିୟମ ଆଣିଲା ଭାରତୀୟ ରେଳ

ଦିନକୁ ଦିନ ଟ୍ରେନ ଦୁର୍ଘଟଣାର ନୂଆ ନୂଆ କଥା ସାମ୍ନାକୁ ଆସୁଛି । ତେବେ ରେଳ ଧାରଣା ଉପରେ ପଶୁମାନଙ୍କ ଯା ଆସ କରିବା ମଧ୍ୟ ଏହି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟୁଛି । କେତେବେଳେ ହାତୀ ପଶି ଆସୁଛି…

କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…

ପ୍ରଥମାଷ୍ଟମୀ, ପରମ୍ପରା ଓ ପିଠା

ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ଆସିଲେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ମହକରେ ଭରିଯାଏ । ଏହି ପିଠା ପାଇଁ ହଳଦୀପତ୍ରରେ ତିଆରି ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ପତ୍ରର ବ୍ୟବହାରର କ’ଣ…

ଖାଉଟିଙ୍କ ଉପରେ ଗହମ ଛାଟ

ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ…

ବିମାନବନ୍ଦରରେ ସୁନା ଚୋର

ଚୋର ଆଉ ପୋଲିସର କାହାଣୀ ଭାରୀ ନିଆର । ଚୋର ଯେତେ ଚାଲାଖି ଦେଖେଇଲେ ବି ପୋଲିସ ତାକୁ କଳେ ବଳେ କୌଶଲେ ଶେଷରେ ଧରି ଦେଇଥାଏ । ଏଭଳି ୭ଜଣ ଲୋକଙ୍କୁ ଧରିଛି ପୋଲିସ । ସେମାନଙ୍କ ମଧ୍ୟରେ ୫ଜଣ…

ବର୍ଣ୍ଣବୋଧ ପାଠଶାଳାରେ ପିଲାଙ୍କୁ ଭେଟିଲେ ଅଭିନେତ୍ରୀ ବର୍ଷା

ଆଜି ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ସୀତାନାଥ ନଗର ଲକ୍ଷ୍ମୀ ମଣ୍ଡପ ଠାରେ ଶିଶୁଦିବସ ଉତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ତଥା ସମ୍ମାନିତାର ସମ୍ପାଦିକା ବର୍ଷା…

ଆଉ ଜଣେ ହନିଟ୍ରାପ୍ କ୍ୱିନ୍!

ରାଜଧାନୀରେ ଆଉ ଜଣେ ଅର୍ଚ୍ଚନା! ପ୍ରଥମେ ପ୍ରେମ ଜାଲରେ ଫଶେଇବା । ପରେ ବିବାହ । ଏବଂ ବିବାହ ପରେ ଟଙ୍କା ହଡପ କରି ଚମ୍ପଟ । ଇଏ ତାଙ୍କରି କଥା କୁହାଯାଉଛି, ଯାହକୁ ପୁଣି ଆଉ ଜଣେ ଅର୍ଚ୍ଚନା ବା…

ଫ୍ରିଜରେ ପ୍ରେମିକା ମାଂସ,ପ୍ରେମିକ ଗିରଫ

ନୂଆଦିଲ୍ଲୀ: ମଣିଷ କାଟିଲା ମଣିଷ ମାଂସ । ଟିକ ଟିକ କରି ୩୫ଖଣ୍ଡ କରିଦେଲା , ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡ । ଭଲପାଇବାର ରକ୍ତାକ୍ତ ଚିତ୍ର ଦେଖୁଛି ସାରା ଦେଶ । ପ୍ରେମିକାକୁ ୩୫ ଖଣ୍ଡରେ କାଟିଛି ଜହ୍ଲାଦ ପ୍ରେମିକ ।…