ଓଡ଼ିଶାର ବରିଷ୍ଠ ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ଅନିଲା ଆର୍ଟ ଫାଉଣ୍ଡେସନ ର ପ୍ରତିଷ୍ଠାତା ବିଶିଷ୍ଟ ଚିତ୍ର ଶିଳ୍ପୀ ଶଶଧର ପତି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହିତ ପୂଜ୍ୟସ୍ପଦ ଶିଳ୍ପୀ ବିନୋଦ ମହାରଣାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ସହିତ ଈଶ୍ୱର ତାଙ୍କୁ ଆହୁରି ଯସ୍ଵଶି କରି ଯଶ ଖ୍ୟାତିର ସାଧକ ରୂପେ ଲୋକାଭିମୁଖୀ କରନ୍ତୁ । ଏହା ପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଥମ ଓଡିଆ ପଟ୍ଟଚିତ୍ର ଶିଳ୍ପୀ ଭାବରେ ବିନୋଦ ମହାରଣା ପାଇଛନ୍ତି ପଦ୍ମିଶ୍ରୀ ସ୍ନମାନ । ବର୍ଷ ବର୍ଷ ଧରି ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ବଞ୍ଚାଇବା ପାଇଁ ନିଆରା ପ୍ରୟାସ ଜାରି ରଖିଛନ୍ତି ପଦ୍ମଶ୍ରୀ ବିନୋଦ ମହାରଣା । ଯୁଗ ସହ ତାଳ ଦେଇ ଓଡ଼ିଆ ପର୍ବ ପର୍ବାଣୀ ସହ ବିଭିନ୍ନ ପୁରାଣ ଚିତ୍ର ଆଙ୍କିଛନ୍ତି ।

You May Also Like

More From Author

+ There are no comments

Add yours