ସଂକ୍ଷିପ୍ତରେ ଡିଜିଟାଲ ବଜେଟ
ନୂୂଆଦିଲ୍ଲୀ: ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହିି ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ,…
ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନ ରାଜନୀତି: ଚତୁରେ ଚତୁରେ କୋଳାକୋଳି
ଶବ୍ଦ ଓଡିଶା ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ହୋଇଥିାନ୍ତି । ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଆନୁସଙ୍ଗିକ କାଗଜପତ୍ର ସହ ଦଳୀୟ ଟିକେଟ ମଧ୍ୟ ଦେଇଥାନ୍ତି । ତେବେ ପ୍ରାର୍ଥୀଙ୍କୁ ଟିକେଟ ବାଣ୍ଟିବା ରାଜନୈତିକ ଦଳର…
୬୦୯୯ ଗାଁରେ ମୋବାଇଲ୍ ସେବା ଠପ; ପ୍ରଚାର ହେବ କେମିତି?
ବୈଷୟିକ ଯୁଗରେ ଟେଲିସେବା ଯୋଗାଇବା ପ୍ରଶାସନର ମୌଳିକ କର୍ତ୍ତବ୍ୟ । ମାତ୍ର ରାଜ୍ୟର ୬୦୯୯ଟି ଗାଁରେ ଏବେ ବି ମୋବାଇଲ୍ ଲାଗୁନି। ଏହି ସବୁ ଗାଁରେ ମୋବାଇଲ୍ ଟାୱାର ନାହିଁ। କିନ୍ତୁ ଏହି ଗାଁର ଲୋକମାନେ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର…
ବଡ଼ଭାଇକୁ ହରାଇବାକୁ ସାନଭାଇର ଷଡଯନ୍ତ୍ର
ସାନଭାଇ ବିଜେଡି ବିଧାୟକ । ବଡ଼ଭାଇ ବିଜେପିର ଜିଲ୍ଲାପରିଷଦ ସଭ୍ୟ ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । କେନ୍ଦୁଝର ଜିଲ୍ଲା ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ୨୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି…
ମାଗଣା ଘୋଷଣା” ନେଇ ସୁପ୍ରିମକୋର୍ଟଙ୍କ ନୋଟିସ୍
ଶବ୍ଦ ଓଡିଶା ବ୍ୟୁରୋ :ନିର୍ବାଚନରେ ଜନତାଙ୍କୁ ମାଗଣା ସାମଗ୍ରୀ ଦେବା ନେଇ ପ୍ରତିଶ୍ରୁତି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ…
ହାର୍ଟ କେବେ ସାହାଯ୍ୟ ଆବଶ୍ୟକ କରେ?
ଯେତେବେଳେ ଆମେ ଅଧିକ ଉତ୍ସାହିତ ହେଉ କିମ୍ବା ଭୟଭୀତ ହୋଇପଡୁ ଛାତିରେ କଷ୍ଟ ଅନୁଭବ କରୁ । ଅନିୟମିତ ହୃଦସ୍ପନ୍ଦନ, ଦ୍ରୁତ ଓଜନ ବୃଦ୍ଧି, ଛାତି ଯନ୍ତ୍ରଣା, ଥକାପଣ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଜ୍ୱର, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଇତାଦି…
୨୦୨୧ ଥିଲା ଭାରତର ସବୁଠାରୁ ଉତ୍ତପ୍ତ ବର୍ଷ
ଜଳବାୟୁ ପରିବର୍ତ୍ତନ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି । ଜଙ୍ଗଲ କ୍ଷୟ ଓ ବହୁଳ କୋଠା ନିର୍ମାଣ, କଳାକାରଖାନାରୁ ନିର୍ଗତ ଧୁଆଁ ବାୟୁମଣ୍ଡଳରେ ସୃଷ୍ଟି କରୁଛି ଅଧିକ ଅଙ୍ଗାରକାମ୍ଲ । ଜଳବାୟୁର ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ମଣିଷ ସାମ୍ନା କରୁଛି…
କବିତା ”ନୂଆବର୍ଷ”
” ଜୀବନର ଘାସ ଗାଲିଚାରେ ମୁକ୍ତା ପରି ଚକ୍ ଚକ୍ କରୁଥିବା ଆମ ପ୍ରିୟ ଲୁହ ସବୁକୁ ବାଷ୍ପ କରି ଉଡେଇ ନେବାକୁ କଥା ଦେଇଛି ଯେଉଁ ପରିଚିତ ସୂର୍ଯ୍ୟାଲୋକ ସେ କାଳେ ସକାଳୁ ସକାଳୁ ଜାହିର କରୁଛି, ମୁଁ ନୂଆବର୍ଷ…