ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି ଓଡ଼ିଶା ସରକାର : ମନମୋହନ ସାମଲ
ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ…
ଚନ୍ଦାହାଣ୍ଡି ରେ ଗଡିଲା ଲକ୍ଷ୍ମୀ ବସ୍
ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ଲକ୍ଷ୍ମୀ ବସ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଆଜି ବସ୍ ଟିକୁ ନଡିଆ ବାଡେଇ ସୁସ୍ୱାଗତ କରି ଥିବା ବେଳେ ଚନ୍ଦାହାଣ୍ଡି…
୩୧୪ଟି ବ୍ଲକରେ ପ୍ରେକ୍ଷାଳୟ ନିର୍ମାଣ କେବେ? ଓଡ଼ିଆ ଚଳଚିତ୍ର ପାଇଁ ସରକାରକୁ ବିଜେପିର ପ୍ରଶ୍ନ
ଭୁବନେଶ୍ୱର : ଓଡ଼ିଆ “ଫିଲ୍ମ ଇଣ୍ଡଷ୍ଟି” ଉପରେ ୨୦ହଜାର ପରିବାର ନିର୍ଭର କରୁଛନ୍ତି । ତେବେ ରାଜ୍ୟ ସରକାର ସେମାନଙ୍କ ପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି କି ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । କଳାକାରମାନେ…
ଆଦିବାସୀଙ୍କ ଜମି ହଡପ୍ କ୍ୟାବିନେଟ ନିଷ୍ପତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଡିସେମ୍ବର ୧ରୁ ବିଜେପିର ବ୍ୟାପକ ଜନ ଅନ୍ଦୋଳନ
ଭୁବନେଶ୍ୱର,ତା.୨୫/୧୧: ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ ପ୍ରୀତି ତଥା ସାଧାରଣ ଆଦିବାସୀଙ୍କୁ ସର୍ବହରା…
ତେଜସ୍ ରେ ଉଡିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ମୋଦିଙ୍କ ପାଇଲଟ୍ ଲୁକ
ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି କହିଲେ ଅନୁଭବ ଅବିଶ୍ବସନୀୟ । ବାୟୁସେନା, ଏଚଏଏଲ ଓ ଡିଆରଡିଓକୁ କଲେ ପ୍ରଶଂସା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ…
ତ୍ରିବିକ୍ରମ ବେଶରେ ସଜେଇ ହେଲେ ମହାପ୍ରଭୁ
ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ…
ସୋନପୁର ସହରର ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି
https://youtu.be/qfU_tFQwjXk ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ରମଜୀ ନଗର ରେ ରହୁଥିବା ଜଣେ ମନ୍ଦିର ପୂଜକ ଙ୍କ ଘରୁ ଚୋରି । ସହର ର ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର…
ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ
ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ…
ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ
ଭାରତୀୟ ନୌସେନାର ବଢ଼ିଲା ବଳ । ଆଇଏନଏସ ଇମ୍ଫାଲରୁ ସଫଳତାର ସହ ସୁପରସୋନିକ୍ ବ୍ରହ୍ମୋସ ମିସାଇଲକୁ ପରୀକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଯୁଦ୍ଧପୋତ, ନୌସେନାରେ ସାମିଲ ହେବା ପୂର୍ବରୁ ଏହି ଟେଷ୍ଟ କରାଯାଇଛି । ଏହି ବାଲାଷ୍ଟିକ୍…