ମାଟି କାମୁଡି ମରିଗଲା ଅଞ୍ଜଳି
ରାଜସ୍ଥାନରୁ ଆସିଲା ହୃଦୟଥରା ଦୃଶ୍ୟ । ମରୁଭୂମିରେ ପାଣି ନପାଇ ଗଲା ୬ବର୍ଷ ନାତୁଣୀର ଜୀବନ । ମରଣମୁହଁରୁ ଆଈଙ୍କୁ ବଂଚାଇଲେ ସ୍ୱେଚ୍ଛାସେବୀ ଓ ପୋଲିସ । ଏ ଘଟଣା,ଏ ଦୃଶ୍ୟ ଆମ ଦେଶର । ବିଜେପି ଶାସିତ ରାଜସ୍ଥାନର ଦୃଶ୍ୟ…
ଶରୀରରେ ୩୨ ଥର ରୂପ ବଦଳାଇଛି କୋରନା
କରୋନା ଭୂତାଣୁ ସଂକ୍ରମିତଙ୍କ ଶରୀରରେ ରୂପ ବଦଳାଇପାରେ । ଥରେ କି ଦୁଇଥର ନୁହେଁ, ୩୨ଥର ରୂପ ବଦଳାଇପାରେ କରୋନ । ଏଭଳି ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି । ଜଣେ ଜଣେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ କ୍ଷେତ୍ରରେ ଘଟିଛି ।…
ଦୁନିଆର ସବୁଠୁ ବାହାଦୁର ମୂଷା
କାମ୍ବୋଡିଆ: ଆପଣ ନିଶ୍ଚୟ ସାହସିକତାର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଆମେ ଏବେ ଯେଉଁ କାହାଣୀଟି କହୁଛୁ ସମ୍ପୂର୍ଣ୍ଣ ଭିନ୍ନ । ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ଭଳି ସାହସିକତାର କାର୍ୟ୍ୟ…
ପ୍ରେରଣାର ଉତ୍ସ ପ୍ରକୃତିରାଣୀ ଯମୁନା
ପ୍ରକୃତିକୁ ଭଲ ପାଇଲେ, ପ୍ରାଣୀଜଗତ ସୁସ୍ଥ ରହିବ । ଏକଥା କେହି ବୁଝୁବା ନବୁଝୁ, ଝାଡଖଣ୍ଡର ଯମୁନା ଟୁଡୁ ବେଶ୍ ଭଲ ଭାବରେ ବୁଝିଛନ୍ତି । ସୁରକ୍ଷା ଦେଇଛନ୍ତି ୧୧୦ଏକର ଜଙ୍ଗଲ । କାଠମାଫିଆଙ୍କ ପାଇଁ କାଳ ସାଜିଥିବା ଯମୁନା ସାଉଁଟିଛନ୍ତି…
ମଣିଷ ଖାଉଛି କୁକୁର ଖାଦ୍ୟ
ବୁଗୁଡା : କରୋନାର ବିକଳ ଚିତ୍ର । ଦେଖନ୍ତୁ ଏହି ଦୃଶ୍ୟକୁ । ବୁଲା କୁକୁରଙ୍କୁ ଦିଆଯାଇଥିବା ଖାଦ୍ୟ ମଣିଷ ଖାଉଛି । ଭୋକିଲା ମଣିଷ ଖାଉଛି । ଆଉ ଥରେ ଦେଖନ୍ତୁ ଏହି ହୃଦୟଥରା ଦୃଶ୍ୟକୁ । ଏ କୌଣସି…
ଘରକୁ ଫେରିଲା ଜୀଅନ୍ତା ଶବ
ବିଜୟୱାଡା: ଫେରିଲା ଜୀଅନ୍ତା ଶବ । ଏ କଥାକୁ କେହି ବିଶ୍ୱାସକୁ ନେବେନି । ମାତ୍ର କଥାଟି ସତ । ଡାକ୍ତରଙ୍କ ଭୁଲ୍ ଯୋଗୁଁ ଏଭଳି ବିଚିତ୍ର କଥା କରୋନା କାଳରେ ଘଟିଛି । ଏଭଳି ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର…
ବାଲି ନଥାଇ ଘାଟ ନିଲାମ ; ଗତି ପଥ ପରିବର୍ତ୍ତନ କରିବ କି ନାଗାବଳୀ
ରାୟଗଡା : ଘାଟରେ ବାଲିନାହିଁ । ମାତ୍ର ନିଲାମ କରାଯାଇଛି ବାଲିଶଯ୍ୟା । ନଦୀ ଗର୍ଭକୁ ଖୋଳି ବାଲି ଉଠାଇନେଉଛନ୍ତି ବାଲି ଚାଲାଣକାରୀ । ଦିନରାତି ଲୁଟିନେଉଛନ୍ତି ଏହି ଲଘୁ ଖଣିଜ ସମ୍ପଦ । ଫଳରେ ନାଗାବଳୀ ନଦୀର ଗତିପଥରେ ପରିବର୍ତ୍ତନର…
ଠୁ ମଚ୍ ୱାର୍କ
ମୋଦିଜୀ, ପାଠପଢା ବହୁତ ହୋଇଯାଉଛି । ଏ ହେଉଛି କାଶ୍ମିରୀର ଜଣେ ୬ବର୍ଷର ଝିଅର ହୃଦୟର କଥା । ଝିଅଟି ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଠପଢାର ବୋଝ ସମ୍ପର୍କରେ ଅଭିଯୋଗ କରିଛି । କରୋନା କାଳରେ ସ୍କୁଲ ଖୋଲୁନଥିବାରୁ…
ନୀଳ ଆକାଶରେ ବାହାଘର
ମଦୁରାଇ : କରୋନା କାଳରେ ଆକାଶରେ ବାହାଘର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏହା ସତ । ଉଡନ୍ତା ବିମାନରେ ହୋଇଛି ବାହାଘର । ତାମିଲନାଡୁର ମଦୁରାଇରେ ହୋଇଛି ଏହି ନିଆରା ବାହାଘର । ଦେଖନ୍ତୁ ଏହି ବାହାଘରର…
ଯୋଗଗୁରୁଙ୍କ ୟୁଟର୍ଣ୍ଣ
ବାବା ରାମଦେବ । ଯୋଗଗୁରୁ ବାବା ରାମଦେବ । ଲୋକଙ୍କୁ ଯୋଗର ଉପାଦେୟତା ଓ ଯୋଗର ବିଭିନ୍ନ ମୁଦ୍ର ଶିକ୍ଷା ଦେଉ ଦେଉ ସେ ପାଲଟି ଯାଇଛନ୍ତି ଜଣେ ପୋଖତ ବ୍ୟବସାୟୀ । ତେବେ ତୁଣ୍ଡରେ ବାଟୁଳି ବାଜୁ ନଥିବାରୁ ତାଙ୍କ…