ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା
ରାୟଗଡା/୧୦/୧୧/୨୩: ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ଲୋବାଲୱାର୍ମିଂ ବିଷୟକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଳା ଦୈାରାଜଜ୍ଙ୍କ ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୈାରାଜଜ୍…
ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ନିମନ୍ତେ କିଶୋର କିଶୋରୀମାନଙ୍କ ଶପଥ ଗ୍ରହଣ
ରାୟଗଡା – ଗତ ଶନିବାର ଦିନ ଅଦ୍ବିକା ବୈଠକରେ ନିରାପଦ ଓ ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ପାଇଁ ସମସ୍ତ କିଶୋର କିଶୋରୀ ମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ସ୍ତରରେ କିଶୋର କିଶୋରୀ ମାନଙ୍କୁ…
ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ
ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ…
କୋର୍ଣ୍ଣାକୋଣ୍ଡାମାଳି ପାହାଡକୁ ରାସ୍ତା ନାଁରେ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିର ଅର୍ଥ ଆତ୍ମସାତ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି
କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ର ତଳଗୁମାଣ୍ଡି ଅନ୍ତର୍ଗତ ଭିତରପୋଡା ସ୍ଥିତ କୋର୍ଣ୍ଣାକୋଣ୍ଡାମାଳି ବକ୍ସାଇଟ ପାହାଡ଼କୁ ସଂଯୋଗ ପାଇଁ ନାଲକୋ ଦ୍ୱାରା ପ୍ରଦତ୍ତ ପାରିପାର୍ଶ୍ଵିକ ପାଣ୍ଠିରୁ କୋରାପୁଟ ଜିଲା ପରିଷଦ କାର୍ଯ୍ୟାଳୟ ଚିଠି ନମ୍ବର ୧୩୮୬ ତାରିଖ ୩୦.୦୩.୨୨ରେ…
ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ…
ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ MOU ସ୍ୱାକ୍ଷର କଲା ଓଡ଼ିଶା
ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ ଓଡିଶା MOU ସ୍ୱାକ୍ଷର କରିଛି | ଖୋ ଖୋ ପରି ଆମର ଦେଶୀ କ୍ରୀଡାକୁ ସମର୍ଥନ କରିବାକୁ ଓଡିଶା ପ୍ରତିବଦ୍ଧ :ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ
କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍ଏସ୍ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ ରୂପ ଦେବାପାଇଁ ପୂରା ଜୋର ଲଗାଇ…