1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସହର

ଅଗଷ୍ଟ ୨୩ରେ ଜହ୍ନରେ ପାଦ ଥାପିବ ଚନ୍ଦ୍ରଯାନ-୩

ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଇସ୍ରୋର [more…]

0 min read
Latest ଦେଶ ଖବର ଦେଶ ବିଦେଶ

ମଣିପୁରରେ ପୁଣି ହିଂସା, କୁକି ସମ୍ପ୍ରଦାୟର ୩ ମୃତ

ଶବ୍ଦ ଓଡିଶା ବ୍ୟୁରୋ : ମଣିପୁର‌ରେ ପୁଣି ହିଂସା ହୋଇଛି। ହିଂସାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉଖରୁଲ ଜିଲ୍ଲାର ଥୋୱାଇ କୁକି ଗ୍ରାମରେ ଗ୍ରାମବାସୀ ଏବଂ କିଛି [more…]

1 min read
Latest ଦେଶ ଖବର ଦେଶ ବିଦେଶ

୪୦୦ ଦିନର ଲାଭକାରୀ ଏଫ୍‌ଡି ସ୍କିମ୍‌ର ଡେଡଲାଇନ୍‌ ବଢ଼ାଇଲା ଏସ୍‌ବିଆଇ

ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଏହାର ସ୍ଵତନ୍ତ୍ର ଏଫ୍‌ଡି ଯୋଜନା ‘ଅମୃତ କଳସ ସ୍କିମ୍‌’ରେ ପୁଞ୍ଜି ନିବେଶର ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ [more…]

1 min read
Latest ଦେଶ ଖବର ଦେଶ ବିଦେଶ

୧୦ ଲକ୍ଷ ସିମ୍‌ କାର୍ଡ ଡିଲରଙ୍କ ହେବ ପୋଲିସ୍‌ ଭେରିଫିକେସନ

ନୂଆଦିଲ୍ଲୀ, ୧୭/୦୮: କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ରୋକିବା ପାଇଁ ସରକାର ସିମ୍‌ କାର୍ଡ ଡିଲରଙ୍କ ପୋଲିସ୍‌ ଭେରିଫିକେସନକୁ ବାଧ୍ୟତାମୂଳକ ବାଧ୍ୟତାମୂଳକ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ସହର

ମନ ଜଣିଲେ ସରଳ ନିର୍ମଳା,ସେଲଫି ନେଲେ, ସଂଗ୍ରହ କଲେ ଶହୀଦ ମାଟି

ଶୁଭାଶିଷ ପଣ୍ଡାଙ୍କ ରିପୋର୍ଟ ( ପୁରୀ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କଥା ଓ ଆଚରଣରେ ସରଳ ସେମିତି ନିରାଡମ୍ବର ସେମିତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀଙ୍କ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସହର

କେନ୍ଦ୍ରୀୟ ମତ୍ସ୍ୟ ସଚିବଙ୍କ ଆଇସିଏଆର୍‌- ସିଫା ପରିଦର୍ଶନ

ଭୁବନେଶ୍ୱର (ଶବ୍ଦ ମିଡିଆ ବ୍ୟୁରୋ ): ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ସହର

ଦେଶରେ ଗଡିବ ୧୦ହଜାର ଇ-ବସ୍, ବିଶ୍ୱକର୍ମା ଯୋଜନାରେ ୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଦେଶର ୧୦୦ଟି ସହରରେ ଗଡିବ ଇ-ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ସହର

ସରକାର ଦେବେ ଶସ୍ତାରେ ଟମାଟୋ

ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି [more…]

1 min read
Latest Trending ଓଡ଼ିଶା ଦେଶ ଖବର ଦେଶ ବିଦେଶ

ଭାରତର ଜାତୀୟ ପତାକା ତ୍ରିରଙ୍ଗାର ମହତ୍ତ୍ଵ

ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଥିବାରୁ ତାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଏହି ରଙ୍ଗର ଓ ଅଶୋକ ଚକ୍ରର ବିଶେଷ ମହତ୍ତ୍ବ ଅଛି। କେଶର ବା ବାଦାମୀ ରଙ୍ଗ, ଧଳା ଓ ଗଭୀର [more…]

1 min read
Latest ଦେଶ ଖବର ଦେଶ ବିଦେଶ

ବସ୍‌-ଭ୍ୟାନ୍ ମୁହାଁମୁହିଁ ଧକ୍କା, ୭ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ [more…]