୨୦ ବର୍ଷ ତଳୁ CAA ଦାବି ପଛର କାହାଣୀ
ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(CAA) ଲାଗୁ ହେବାପରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ୧୯୫୫ ନାଗରିକତା ଅଧିନିୟମ ୨୦୦୩ ରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନଙ୍କ ପାଇଁ ଅଟଳ ବିହାରୀ ବାଜପେୟୀ ସରକାରଙ୍କ [more…]
ସୂଚନା ଓ ଲୋକସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ
ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରୁଥିବା ବେଳେ ପାର୍କରେ ହଠାତ [more…]
କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ
ଦିନ ଗୋଳନ୍ତରା ରାଧାମୋହନପୁର ସ୍ଥିତ କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ମଙ୍ଗଳବାର ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ [more…]
ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ
ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନାୟବ ସିଂହ ସୈନୀ। ଆଜି ବିଧାୟକ ଦଳର ବୈଠକ ଥିବା ବେଳେ ନାୟବ ସିଂହ [more…]
ଘୋଷଣା ହେଲା ୨୦୨୪ ଓସ୍କାର
ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ହେଉଛି ଓସ୍କାର। ୨୦୨୪ ବର୍ଷ ଲାଗି ଓସ୍କାର ପୁରସ୍କାର ଘୋଷିତ ହୋଇଛି । ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ [more…]
ଉଦ୍ଘାଟିତ ହେଲା ଦ୍ୱାରକା ଏକ୍ସପ୍ରେସ୍
ଉଦ୍ଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ୍ । ହରିୟାଣା ଗସ୍ତ ଅବସରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିସହ ସେ ବିଭିନ୍ନ ଜାତୀୟ ରାଜପଥ [more…]
ପିଲାଏ ପଢିବେ ‘ଛବିଳ ବର୍ଣ୍ଣବୋଧ’
ସ୍କୁଲ ଛାତ୍ରଛାତ୍ରୀ ପୁଣି ପଢ଼ିବେ ‘ଛବିଳ ବର୍ଣ୍ଣବୋଧ’ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ବର୍ଣ୍ଣବୋଧ’ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର [more…]