Sun. Nov 29th, 2026

ରାଜ୍ୟ ବସ ଭଡ଼ା ବଢିଛି କି?

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ…

ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା…

ଜରାଜୀର୍ଣ୍ଣ ଅବସ୍ଥାରେ ଉତ୍କଳମଣିଙ୍କ ବାସଭବନ

ରିପୋର୍ଟ:ପ୍ରିୟବ୍ରତ ମିଶ୍ର,ବାରିପଦାଇତିହାସ ର ସ୍ୱର୍ଣ୍ଣାକ୍ଷର ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଅବିଭକ୍ତ ଜିଲ୍ଲା ମୟୁରଭଞ୍ଜ । ଯାହାର ସଂସ୍ପର୍ଶରେ ଆସିଥିବା ବିଭିନ୍ନ ମହାପୁରୁଷ ମାନେ ମଧ୍ୟ ମୋହରେ ପଡି ଏଠାରେ ନିଜ ଜୀବନର କିଛି ସମୟ ଅତିବାହିତ…

ପତ୍ନୀଙ୍କ ATM କାର୍ଡ ବ୍ୟବହାର କରିବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ;

ନୂଆଦିଲ୍ଲୀ: ଆପଣ ଟଙ୍କା ଉଠାଇବା ପାଇଁ ନିଜ ATM କାର୍ଡକୁ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଦିଅନ୍ତି କି ? ଯଦି ଆପଣ ଏହା କରନ୍ତି ତେବେ ବର୍ତ୍ତମାନ ସାବଧାନ ରୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ବହୁତ ମହାଙ୍ଗା ପଡ଼ି଼ପାରେ…

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର…

ଜହ୍ନରେ ମିଳିଲା ପାଣିର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ…

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ…

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ…

ତୈଳାକ୍ତ ତ୍ୱଚା ଏବଂ ମୁଖ କୁଞ୍ଚନରୁ ଦୂରେଇ ରଖିବ ଧନିଆପତ୍ର !

ପ୍ରତିଦିନର ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ରର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ,ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟତ୍ତ୍ୱଚର ପାଇଁ ରାମବାଣ ପରି କାମ କରିଥାଏ । ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍…

ମହିଳା ରେଳଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସୁରକ୍ଷା ଯୋଜନା

ଟ୍ରେନ ଯାତ୍ରା ବେଳେ ମିଳିବ ମହିଳା ଯାତ୍ରୀଙ୍କୁ ସୁରକ୍ଷା । ମହିଳା ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ‘ମେରି ସହେଲି’ ନାମକ ଏକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ…