
ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର ଖୋଲିବା ଉଚିତ ବୋଲି ସେ କହିଛନ୍ତି।