Thu. Oct 15th, 2026

Category: Trending

ମୁଁ ବି ହେବି ମିତା ଅଭିଯାନର ଶୁଭାରମ୍ଭ

ରାୟଗଡ:-ତା ୭/୦୯-ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ କାର୍ଯ୍ୟକ୍ରମ ଅନ୍ତର୍ଗତ “ମୁଁ ବି ମିତା ଅଭିଯାନ “ରାୟଗଡ ଜିଲ୍ଲାର ଆରମ୍ଭ ହୋଇଛି।ବୁଧବାର ରାୟଗଡ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ଜହ୍ନରୁ ସ୍ମାଇଲ ପ୍ଲିଜ୍, ପ୍ରଜ୍ଞାନ ଉଠାଇଲା ବିକ୍ରମର ଫଟୋ

ଶବ୍ଦ ମିଡ଼ିଆ ବ୍ୟୁରୋ :ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-3 ଅବତରଣ କରିବା ପରେ…

ଚନ୍ଦ୍ର ପୃଷ୍ଠରେ ଗଡୁଛି ପ୍ରଜ୍ଞାନ ରୋଭର, ଇସ୍ରୋର ନୂଆ ଭିଡିଓ

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ…

ଭାରତର ଜାତୀୟ ପତାକା ତ୍ରିରଙ୍ଗାର ମହତ୍ତ୍ଵ

ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଥିବାରୁ ତାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଏହି ରଙ୍ଗର ଓ ଅଶୋକ ଚକ୍ରର ବିଶେଷ ମହତ୍ତ୍ବ ଅଛି। କେଶର ବା ବାଦାମୀ ରଙ୍ଗ, ଧଳା ଓ ଗଭୀର ସବୁଜ ରଙ୍ଗକୁ ପତାକାର ସର୍ବୋତ୍କୃଷ୍ଟ ରଙ୍ଗ…

ଝିପି ଝିପି ବର୍ଷା

କହରା ରଙ୍ଗର ବଉଦ ତରଳିଟିପି ଟିପି ପଡ଼େ ପାଣି,ଉଡୁଥିଲା ବର୍ଷା ପବନ ସହିତେକେଶ ଝାଡ଼େ ମେଘରାଣୀ। ପ୍ରେମର ବରଷା ବରଷି ଯାଅ ଗୋଶ୍ରାବଣ ଯାଇଛି ସରି,ଚଗଲା ସୁଅରେ ଚହଲି ଯାଉଛିକଅଁଳ ପୀରତି ବାରି। ଗୋଟିଏ ଛତାରେ ଦୁହେଁ ଚାଲୁଥିଲେଫାଳେ ଦେହ ଥିଲା…

୨୬ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ନିଦରେ ଶୋଇଛି ବିଭାଗ

କୋରାପୁଟ : ଚଳିତ ବର୍ଷା ଋତୁରେ ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥ ବିଭାଗ ରାସ୍ତାର ଅବସ୍ଥା ଖରାପ ହେବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପୋତା ଯାଇଥିବା ଖାଲ ଆଉ ଥରେ ବାହାରି ଯିବା ସହ ସ୍ଥାନେ ସ୍ଥାନେ…

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ଥର ବୃଦ୍ଧି ପାଇଛି। ଫଳରେ ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସକାଳ ୯ଟାରେ ବନ୍ୟାଜଳ ନିଷ୍କାସନ ହୋଇଥିବା ବୋଲି ହୀରାକୁଦ…

ମଣିପୁରରେ ଆଦିବାସୀଙ୍କୁ ନ୍ୟାୟ ଦାବି, ଗୁଣୁପୁରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଶୋଭାଯାତ୍ରା

ଚଳିତ ମାସ 21 07 2023 ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନରେନ୍ଦ୍ର ମୋଦୀ କଂ କୁସ ପୁତଲା ପୋଡା ଯାଇଛି ଓ…

ନକଲି ଡାକ୍ତର ଗିରଫ,ନକଲି ସାର୍ଟିଫିକେଟରେ ଚାଲିଥିଲା ଚିକିତ୍ସା

ଗିରଫ ହେଲେ ନକଲି ଡାକ୍ତର । ପଢାପଢି ପ୍ରାଲସ ଟୁ , ହେଲେ ବଡ଼ ବଡ଼ ଅନୁଷ୍ଠାନ ନାଁରେ ନକଲି ସାର୍ଟିଫିକେଟ ବଳରେ ଚିକିତ୍ସା ନାଁରେ ଚଳାଇଥିଲେ ଅର୍ଥ ରୋଜଗାର । ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ପ୍ରତି ଗାଁରେ ମେଡିସିନ…

ଜହ୍ନରେ କିଣିବେ ଜାଗା!

ଚନ୍ଦ୍ରଯାନ-୩ ସଫଳତାର ସହ ଲଞ୍ଚ ହୋଇଯାଇଛି। ଏହା ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି କୁହାଯାଉଛି। ଏଥିରେ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଙ୍କିମାରିଛି, ସତରେ କ’ଣ ଚନ୍ଦ୍ରରେ ଜମି କିଣାଯାଇପାରିବ? ଚନ୍ଦ୍ରର ମାଲିକ କିଏ? ଏହାର…