ହକି ବିଶ୍ୱକପରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ ।
ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି ।ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦…
ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ଅସ୍ଥାୟୀ ରାସ୍ତା ଦେଇ ଲୋକେ କରିପାରିବେ ଦର୍ଶନ ।
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ମକର ସଂକ୍ରାନ୍ତିଠାରୁ…
ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି
ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ…
ବଳବାନ ହେଉଛି ଭାରତ
ଥରିବ ଶତ୍ରୁର ଛାତି। ଅଦମ୍ୟ ସାହସର ସହ ଯୁଦ୍ଧକ୍ଷେତ୍ରରେ ଭାରତ ଦେଖାଇବ ତାର ପରାକାଷ୍ଠା। ଶତ୍ରୁ ଙ୍କୁ ମାତ୍ ଦେବା ଲାଗି ସେନାରେ ସାମିଲ ହେବ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ। ଆଖି ପିଛୁଳକେ ଶତ୍ରୁଙ୍କ ଏୟାରକ୍ରାଫ୍ଟ ଓ ଡ୍ରୋନକୁ ଧ୍ୱଂସ…