Wed. Oct 14th, 2026

Month: May 2022

କ୍ରିକେଟ ଗ୍ରାଉଣ୍ଡରେ ‘ବନ୍ଦେ ମାତରମ’, ଭାଗ ନେଲେ ଲକ୍ଷାଧିକ ଲୋକ

ସରିଯାଇଛି ଏ ବର୍ଷର ସବୁଠାରୁ ବଡ଼ ପର୍ବ ଆଇପିଏଲ। କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟରେ ଚାମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ। ତେବେ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଛାଇଯାଇଛି ଦେଶପ୍ରେମର ଧାରା। ଆଇପିଏଲର କ୍ଲୋସିଙ୍ଗ ସେରିମନିରେ ଦର୍ଶକଙ୍କ ଦ୍ବାରା ‘ବନ୍ଦେ…

ଚର୍ଚ୍ଚାରେ ୪୬ ବର୍ଷ ପୁରୁଣା ବହି

୧୯୭୬ ମସିହାରେ ଲାଇବ୍ରେରୀରୁ ନେଇଥିବା ଏକ ବହିକୁ ୪୬ ବର୍ଷ ପରେ ଫେରସ୍ତ କରାଯାଇଛି। ଆମେରିକାର ଓୱାସୋ ଲାଇବ୍ରେରୀରେ ଦେଖିବାକୁ ମିଳିଛି ଏହି ଦୃଶ୳। ଯାହାକୁ ନେଇ ଓୱାସୋ ଲାଇବ୍ରେରୀ ଫେସବୁକ୍ ପେଜରେ ଏକ ଥ୳୲ଙ୍କ ୟୁ ନୋଟ ସେୟାର କରିଛି…

ରଥ ପାଇଁ ବ୍ୟବହୃତ ହେଉଥିବା କାଠ

କୋଟି ଓଡ଼ିଆର ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ନିଳାଦ୍ରୀ କନ୍ଦରରେ ବିଜେ ସ୍ଵୟଂ ଦାରୁମୁରାରୀ। ମହାପ୍ରଭୁଙ୍କ ପାଇଁ ପ୍ରତିଟି ଯାତ୍ରା ସ୍ଵତନ୍ତ୍ର ଏବଂ ସାରସ୍ଵତ ମଧ୍ୟ। ତେବେ ପୂର୍ବରୁ ଆମେ ମହାପ୍ରଭୁଙ୍କ ଅନନ୍ୟ ଯାତ୍ରା ରଥଯାତ୍ରା ସଂପର୍କରେ ତ ଆଲୋଚନା କରିଥିଲେ…

ମହାପ୍ରଭୁଙ୍କ ରଥ ପାଇଁ କାଠ

ନୀଳାଦ୍ରି ନାଥ ମହାପ୍ରଭୁ କାଳିଆ ସାଆନ୍ତଙ୍କ ରଥଯାତ୍ରା। ବାର ମାସରେ ତେର ପରବ ଭିତରେ ନବ ଦିନାତ୍ମକ ଯାତ୍ରା ହେଉଛି ଘୋଷ ଯାତ୍ରା। ଯାହାକୁ ରଥଯାତ୍ରା ବୋଲି ସାଧାରଣରେ କୁହାଯାଏ। ଆଉ ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ।…

ଚର୍ଚ୍ଚାରେ ହବଲ୍ ଟେଲିସ୍କୋପ୍

ପୂର୍ବରୁ ଚର୍ଚ୍ଚାରେ ଥିବା ହବଲ୍ ସ୍ପେସ ଟେଲିସ୍କୋପ ଏବେ ପୁଣି ନିଜ ଅତ୍ୟାଧୁନିକ ଜ୍ଞାନକୌଶଳ ନେଇ ଚର୍ଚ୍ଚାକୁ ଆସିଛି। ହବଲ୍ ଟେଲିସ୍କୋପ୍ ମିଲ୍କି ୱେ ଠାରୁ 2.5 ଗୁଣ ବଡ ଗାଲାକ୍ସି କ୍ୟାପଚର୍ କରିଥାଏ | ଆଉ ଏହି ସ୍ପେସ୍ ଟେଲିସ୍କୋପ୍…

ମହାପ୍ରଭୁଙ୍କର ଭଉଁରୀ ଯାତ୍ରା

ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଉତ୍ସବ l ଶ୍ରୀକ୍ଷେତ୍ରରେ ବଡ଼ ଧୁମ୍ ଧାମରେ ପାଳିତ ହୋଇଥାଏ ଏହି ଉତ୍ସବ। ଏହା ଶ୍ରୀକ୍ଷେତ୍ରେ ଭଉଁରୀ ନାମରେ ଖ୍ୟାତ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଛଡା ବାକି ଅନ୍ୟ ଆଡେ ଏହାର ପରଦିନ ଭଉଁରୀ ନୀତି ଅନୁଷ୍ଠିତ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ଚିନ୍ତା ବଢ଼ାଉଛି ମଙ୍କିପକ୍ସ । ଧିରେ ଧିରେ କାୟା ବିସ୍ତାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।ତେବେ ଅଧ୍ୟୟନରୁ ଜଣାପଡିଛି ଯେ ଏହି ମଙ୍କିପକ୍ସ ଲକ୍ଷଣ, ସଂକ୍ରାମକ ପର୍ଯ୍ୟାୟ ଆଣ୍ଟିଭାଇରାଲ୍ ଔଷଧ ସହିତ ହ୍ରାସ ହୋଇପାରେ | ସମ୍ମାନଜନକ ମେଡିକାଲ୍ ଜର୍ନାଲ୍ ଲାନସେଟ୍…

ବଧିର କୁକୁର, ବୁଦ୍ଧି ପ୍ରଖର

ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର। ଆଜିର ଜମାନା ରେ କୁକୁର ପାଳିବା ଏକ ସଉକ ହୋଇଗଲାଣି। ସବୁଠୁ ବଡ କଥା ହେଲା କୁକୁର ମାନଙ୍କ ଘ୍ରାଣ ଶକ୍ତି ଓ ଶ୍ରବଣ ଶକ୍ତି ଅତ୍ୟନ୍ତ ପ୍ରଖର ହୋଇଥାଏ। ଯେଉଁଥି ପାଇଁ ଅତି…

ଜହ୍ନ ରାଇଜରେ ଏଲିୟନ୍ ଘର !

ପୃଥିବୀର ଜୀବଜଗତ ପରି ମହାକାଶ ଅନ୍ତରୀକ୍ଷରେ ଲୁଚି ରହିଛି ଅନେକ ଜୀବ ସତ୍ତା। ଯାହାକୁ ସାଧାରଣ ତଥା ବୈଜ୍ଞାନିକ ମତରେ ଏଲିୟନ ବୋଲି କୁହାଯାଏ। ତେବେ ଏହି ଅଲଗା ଦୁନିଆର ପ୍ରାଣୀକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ଆବିଷ୍କାର ହେଉଥିବା…

ତହସିଲଦାରଙ୍କୁ ଗଛ ଦଣ୍ଡ

କାକଟପୁର : ତହସିଲଦାରଙ୍କୁ ଗଛ ଦଣ୍ଡ। କାକଟପୁର ତହସଲଦାର ପୋତିବେ ୫୦ ଗଛ । ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ…