ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା
ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍ପି ୧୨ଟି ଆସନରେ ଆଗୁଆ…