Wed. Oct 14th, 2026

Month: February 2023

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ,କ୍ୟାବିନେଟ ମନ୍ତ୍ରୀ ପଦରୁ ସତେନ୍ଦ୍ର ଜେନଙ୍କ ଇସ୍ତଫା

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ ନେତା ମନୀଷ ସିସୋଦିଆ। ମଦ ନୀତି କେଳେଙ୍କାରୀ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିସୋସିଆ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କେବଳ…

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଶବ୍ଦଓଡ଼ିଶା ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପରିଷରରେ ବ୍ଲକ ସ୍ଥରୀୟ ନିଯୁକ୍ତି ମେଲା ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ଥିଲେ।…

ଆସନ୍ତାକାଲି ଅଷ୍ଟ୍ରେଲିଆ-ଭାରତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ

ଶବ୍ଦଓଡ଼ିଶା ବ୍ୟୁରୋ:ଆସନ୍ତାକାଲି ଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା । ପାଖା ପାଖି ସପ୍ତାହେ ଧରି ବିଶ୍ରାମ ନେବା ପରେ ଭାରତୀୟ ଦଳ ବିଦ୍ଧି ବଦ୍ଧ ଭାବେ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ଅଭ୍ୟାସ…

ମେଘାଳୟ ବିଧାନସଭା ନିର୍ବାଚନ ସମାପ୍ତ,କାମ ଦେବ ତ ମୋଦି ମନ୍ତ୍ର,ଜାଣନ୍ତୁ କଣ କହୁଛି ଏକଜିଟ ପୋଲ ସର୍ଭେ ରିପୋର୍ଟ ?

ଶବ୍ଦଓଡ଼ିଶା ବ୍ୟୁରୋ:ସମାପ୍ତ ହୋଇଛି ମେଘାଳ ବିଧାନସଭା ନିର୍ବାଚନ।ସେଠାରେ ବିଜେପି ପାଇଁ ପ୍ରଚାର କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତେବେ ଏଥର ବିଜେପି ପାଇଁ ମେଘାଳୟ ବିଧାନସଭା ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସମସ୍ତ ୬୦…

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ପରେ,ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି।ସିବିଆଇ ଦ୍ୱାରା ଦୀର୍ଘ ସମୟ ଧରି ଜେରା ହେବା ପରେ ସତ କଥାଟି ପଦାକୁ ଆସିଥିଲା।ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି…

ଚାନ୍ଦିପୁର ଆଇଟିଆର ହନିଟ୍ରପ ମାମଲା:ସତ ମାନିଛି ଅଭିଯୁକ୍ତ ବାବୁରାମ

ଶବ୍ଦଓଡିଶା ବ୍ୟୁରୋ:ହନିଟ୍ରାପ ଶିକାର ହୋଇ ଫସିବା ଏହା ଆଜି ନୁହେଁ ଆଗରୁ ଏହିଭଳି ଅନେକ ଥର ହୋଇଛି।ଏହାକୁ ନେଇ ସରକାର ଅନେକ ବାର ବଡ଼ ବିପଦର ସମ୍ନା କରିବାର ପରିସ୍ଥିତି ଉପୁଜିଛି।ସେହିପରି ଚାନ୍ଦିପୁର ଆଇଟିଆର ହନିଟ୍ରପ ଶିକାର ହୋଇଛନ୍ତି ବାବୁରାମ ଦେ।ଫ୍ରେବ୍ରୁଆରୀ…

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ: ମୁମ୍ବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଏମଡି ମୁକେଶ ଆମ୍ବାନୀଙ୍କୁ ଭେଟିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମଜବୁତ କରିବା ଏବଂ ଓଡ଼ିଶାକୁ ନିବେଶର ଏକ ଉତ୍ତମ ସ୍ଥାନ ଭାବେ…

୨ ସପ୍ତାହ ପରେ ପୁଣି ଥରିଲା ତୁର୍କୀ

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା…

କଟକରୁ ଜବତ ହେଲା ନକଲି ଔଷଧ

ଶବ୍ଦମିଡ଼ିଆ ବ୍ୟୁରୋ: କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଛି । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’…

୫ଦିନ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି…