Sat. Oct 17th, 2026

Category: Trending

ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ ଆଗୁଆ…

ଆର୍ଯ୍ୟଭୂମି ଲଦାଖ-ଭାଗ ୯

ଗୋଟିଏ ପଟେ ଚଳଚ୍ଚିତ୍ର କିମ୍ୱା ସ୍ୱପ୍ନରେ ଦେଖିଥିବା ପରି ନୀଳ ରଙ୍ଗର ଆକାଶ ଓ ତଳେ ନୀଳ ଜଳରାଶି। ଆମ ଗାଡ଼ି ଚାଲିଥାଏ ପାହାଡ଼ ଓ ପାଣି ମଝିରେ ଉପର ତଳ ହେଇ – ରାସ୍ତା ଯେଉଁ ପାଖକୁ ଯେମିତି ଢଳିଛି।…

୨୦୨୭ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡିଶା,ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ଵାକ୍ଷର

ଶବ୍ଦମିଡ଼ିଆ ବ୍ୟୁରୋ:ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି।ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ କିପରି ଭାବରେ ଦମନ କରାଯାଇପାରିବ ସେଥିପାଇଁ କାମ କରିବ ନୋ ମୋର ମ୍ୟାଲେରିଆ।୨୦୨୭…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆ ନିୟମ, ନିଜ କାର୍ଯ୍ୟାଳୟରେ ବାଜିବନି ବଜର

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରୀୟ ରେଳ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିୟମକୁ ଆପଣାଇଛନ୍ତି।ଶ୍ରୀ ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇଦେଇଛନ୍ତି,ଯାହା ସାହାଯ୍ୟରେ ସେ ନିଜର କନିଷ୍ଠ ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ।ଏହା ସହ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି ତୁର୍କୀରେ ୫.୭…

ପୁରୀ ଜିଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ

ଶବ୍ଦ ମିଡ଼ିଆ ବ୍ୟୁରୋ: ପୁରୀ ଜିଲାର ଗୋପଠାରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର…

ଘର ନାହିଁ ,ଫୁଟପାଥରେ ବୃଦ୍ଧ ଦମ୍ପତ୍ତି

ଚନ୍ଦାହାଣ୍ଡି – ମଣିଷ ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ । ଭାଗ୍ୟ ଓ ଭବିଷ୍ୟତର ଲୁଚୁକାଳି ଖେଳରେ ବେଳେ ବେଳେ ହାରିଯାଏ ମଣିଷ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଝରିଆ ସାହିର…

ବିଜେପି ମାଲଗାଁ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା…

ଗାଁ ସେଲୁନରେ ବାଳ କାଟୁଛନ୍ତି ସାଂସଦ ରମେଶ ମାଝି

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ନିଜର ସରଳ ହୃଦୟ ଓ ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତାର ଭାବ ପାଇଁ ଖୁବ ଜନପ୍ରିୟ । ନିଜର ଚୁଟି କାଟିବା ପାଇଁ ସହରର କୌଣସି ଦାମୀ ସେଲୁନକୁ ନ ଯାଇ ନିଜ…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍,ଇଡିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲା : ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆପ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ସାଂଘାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି,ତଦନ୍ତ ବେଳେ ଜଣାପଡିଛି,ଏଭଳି କିଛି…