Thu. Oct 15th, 2026

Category: ଆଞ୍ଚଳିକ

ଚାଲିଛି ଧାମନଗର ବ୍ୟାଟେଲ

କିଏ ଜିତିବ ଧାମନଗର ବାଜି ? କିଏ କରିବ ନେତାଙ୍କ ଛାତି ଧଡଧଡ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ…

ପଦ୍ମପୁର ବାଜି,କଂଗ୍ରେସ ଗଢିଲା କମିଟି,ବିଜେଡିର କାଲି ବୈଠକ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ରାଜନୀତିକ ଦଳଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ପଦ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଆଜି ନିଜର ଏକ କମିଟି ଗଠନ କରିଛି । ସେପଟେ…

ବିଶ୍ୱହକି ସୁପରିଚାଳନା ଓ ଆଇଟି ଭିତ୍ତିଭୂମି ନେଇ ସମୀକ୍ଷା ବୈଠକ

ଆସନ୍ତା ଜାନୁଆରୀ ୨୦୨୩ ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ I ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର…

ସଜେଇ ହେଉଛି ବାଲିଯାତ୍ରା ପଡିଆ

ବାଲିଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଲା। ସେଥିପାଇଁ ସଜେଇ ହେଉଛି ବାଲିଯାତ୍ରାପଡିଆ। ହାତରେ କମ୍ ସମୟ ଥିବାରୁ ଜୋରସୋରରେ ଚାଲିଛି ଷ୍ଟଲ ନିର୍ମାଣ କାମ। ତେବେ ବାଲିଯାତ୍ରାରେ ଆକର୍ଷଣ ପାଲଟିଥାଏ ଓରମାସ୍ ଷ୍ଟଲ। ଚଳିତ ବର୍ଷ ୪୨୦ ଷ୍ଟଲ…

ସରିଲା ଧାମନଗର ବ୍ୟାଟେଲ

ସରିଲା ଭୋଟ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ନିର୍ବଚନ ପ୍ରକ୍ରିୟା । ମତ ସାବ୍ୟସ୍ତ କଲେ ଧାମନଗରବାସୀ । ଉପନିର୍ବାଚନରେ ମୋଟ ୬୦%ରୁ ଉର୍ଦ୍ଧ୍ବ ହେଲା ମତଦାନ । ନୂଆ ବିଧାୟକଙ୍କୁ…

ରାଜଭବନରେ ଚୋରି

ଚଳଚ୍ଚିତ୍ରରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ବେଶ ରୋଚକ । ହେଲେ ରାଜଧାନୀର ଛାତି ଉପରେ ହିଁ ହୋଇଛି ଚନ୍ଦକାଠ ଚୋରି । ରାଜଭବନରୁ ଚୋରି ହୋଇଛି ଚନ୍ଦନ କାଠ । ରାଜ୍ୟପାଳଙ୍କ ବାସଭବନରେ ଥିବା ବଗିଚାରୁ ଚନ୍ଦନ କାଠ ଚୋରି…

ନିଆଁ ଲାଗି ପୋଡ଼ିଗଲା ଧାନ ଗଦା, ଋଣ ପରିଶୋଧ ଚିନ୍ତାରେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ସଦର ମହକୁମା ଭତରା ସାହି କାଜୁ ବାଡ଼ ନିକଟସ୍ତ ଏକ ଖୋଲାରେ ନିଆଁ ଲାଗି ଧାନ ଗଦା ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ଯଦୁ ମାଝୀ ଚଳିତ ବର୍ଷ…

ଫେରିଲା ମହାଭାରତ ଯୁଗର ଗ୍ରହଣ!

ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ । ଅର୍ଥାତ ୧୫ ଦିନ ଭିତରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ । ଯାହାକୁ ଅଶୁଭ କହୁଛନ୍ତି ଜ୍ୟୋତିର୍ବିଦ । ଜ୍ୟୋତିର୍ବିଦ୍ ଙ୍କ ମତନୁସାରେ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ ନକରାତ୍ମକ ହୋଇଥାଏ ।…

ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?

ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର…

କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?

ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…