ପକ୍ଷୀଙ୍କୁ ଖାଇବା ଦେବାକୁ ନେଇ କ’ଣ କହୁଛି ଶାସ୍ତ୍ର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଗତି କାରଣରୁ ମଣିଷ ଜୀବନ ରେ ଉନ୍ନତି, ଅବନତି ଓ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମାନ୍ୟତା ରହିଛି ଯେ ନିଜର ଦୁର୍ଭାଗ୍ୟ କୁ ଦୂର କରିବା ପାଇଁ ଶାସ୍ତ୍ର ର ବର୍ଣ୍ଣନା…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଗତି କାରଣରୁ ମଣିଷ ଜୀବନ ରେ ଉନ୍ନତି, ଅବନତି ଓ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମାନ୍ୟତା ରହିଛି ଯେ ନିଜର ଦୁର୍ଭାଗ୍ୟ କୁ ଦୂର କରିବା ପାଇଁ ଶାସ୍ତ୍ର ର ବର୍ଣ୍ଣନା…
ସ୍ୱର୍ଗକୁ ଛୁଇଁହେଉଥିବା ମଥାନଆକାଶମୁହାଁ ଆଶୀର୍ବାଦ ମାନଙ୍କ ସୁଧର୍ମାସଭା,ବିସ୍ତାରିତ ଚଟ୍ଟାଣ ର ଚଉହଦି,ଶିଖାଉଛି ‘ଜୀବନବେଦ ର ଚର୍ଯ୍ୟାଗୀତିକା ,ଛାତିରେ ଛାତିଏ, ଭୂମିଷ୍ଟ ସନ୍ତାନ ମାନଙ୍କଅଗ୍ନିଗର୍ଭା ଅସନ୍ତୋଷ,ଖୁଆଇ ପିଆଇ ମଣିଷ କରୁଛି,ତା’ରି ଭରଷା ରେବସା ବାନ୍ଧିଥିବା ଅସଂଖ୍ୟଝାଡଜଂଗଲ ର ଡଂଗରିଆ ଡଂକମାନକୁଂ,ପାହାଡ ସଂନ୍ଧିର ଅବହେଳିତ…
ସାଧାରଣତଃ ସ୍ଥଳ ଭାଗରେ କିମ୍ବା ନଦୀ କୂଳରେ ମନ୍ଦିର ଥିବା ଆମେ ଜାଣିଛୁ। ହେଲେ ଏମିତି ଏକ ମନ୍ଦିର ଅଛି ଯାହା ସମୁଦ୍ର ମଝିରେ ରହିଛି । ଏହି ମନ୍ଦିରଟି ଇଣ୍ଡୋନେସିଆର ବାର୍ଲି ଦ୍ୱୀପ ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି…
ସାଧାରଣତଃ ଝରଣା କହିଲେ ଆମେ ଜାଣିଛେ ପାହାଡ଼ ମଧୁର ଜଳର ନିମ୍ନଗାମୀ ସ୍ରୋତ। ମାତ୍ର ଭାରତରେ ଏମିତି ଏକ ଝରଣା ଅଛି ଯେଉଠିଁ ପାଣିର ସ୍ରୋତ ଦିଗ ବିପରୀତ। ଏହାର ଅର୍ଥ, ଏହି ଝରଣାରେ ଜଳ ତଳୁ ଉପରକୁ ପ୍ରବାହିତ ହୋଇଥାଏ।…
୧୯୭୬ ମସିହାରେ ଲାଇବ୍ରେରୀରୁ ନେଇଥିବା ଏକ ବହିକୁ ୪୬ ବର୍ଷ ପରେ ଫେରସ୍ତ କରାଯାଇଛି। ଆମେରିକାର ଓୱାସୋ ଲାଇବ୍ରେରୀରେ ଦେଖିବାକୁ ମିଳିଛି ଏହି ଦୃଶ୳। ଯାହାକୁ ନେଇ ଓୱାସୋ ଲାଇବ୍ରେରୀ ଫେସବୁକ୍ ପେଜରେ ଏକ ଥ୳୲ଙ୍କ ୟୁ ନୋଟ ସେୟାର କରିଛି…
ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର…
ମନ ମତାଣିଆ ଢଙ୍ଗଟି ତାରରଙ୍ଗ ତାର ନୂଆ ସତେ,କେଡ଼େ ସୁମଧୁର ଭାଷା ପୁଣି ତାରଭାରି ଭଲ ଲାଗେ ମୋତେ। ସେ ଭାଷାରୁ ପଦେ କାନେ ପଡିଗଲେହୃଦୟ ଶିହରୀ ଯାଏ,କେହି ନୁହେଁ ସେ ମୋ ଭାଷା ଓଡ଼ିଆଗରବରେ ମୁଁ କହେ। ବର୍ଣ୍ଣବୋଧ ଯାର…
ସମାଜ ସେବାରେ ଉତ୍ସର୍ଗ କରିଛନିଜକୁ ଆନନ୍ଦ ମନେ,ଅଭାବୀ, ମେଧାବୀ, ଅନାଥଙ୍କ ପାଇଁବସିଛ ମାଆ ଆସନେ।ଯାହାର କେ ନାହିଁ ତୁମେ ତା’ର ଅଛସାଜିଛ ଯଶୋଦା ମାଆ,ବଣ ମଲ୍ଲି ବଣେ ଝଡ଼ିବା ଆଗରୁହୋଇଛ ତାହାକୁ ସାହା।ସେବାର ପୂଜାରୀ ତୁମେ ନିବେଦିତାସମାଜର ସେବା ପାଇଁ,ଆପଣା ଶରୀର…
ଅନଲାଇନ୍ ରେ ଭାଇରାଲ ହେଉଛି ଜୋତା। କଥାଟା ଟିକେ ଖଟକା ଲାଗୁଥିବ ନିଶ୍ଚିତ। ତେବେ କଥାଟି କିନ୍ତୁ ପୁରାପୁରି ସତ। ଆମେ ଯେଉଁ ଜୋତା ବିଷୟରେ କହିବାକୁ ଯାଉଛୁ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସ୍ୟାଣ୍ଡୱିଚ ଷ୍ଟାଇଲ ରେ ତିଆରି…
” ଜୀବନର ଘାସ ଗାଲିଚାରେ ମୁକ୍ତା ପରି ଚକ୍ ଚକ୍ କରୁଥିବା ଆମ ପ୍ରିୟ ଲୁହ ସବୁକୁ ବାଷ୍ପ କରି ଉଡେଇ ନେବାକୁ କଥା ଦେଇଛି ଯେଉଁ ପରିଚିତ ସୂର୍ଯ୍ୟାଲୋକ ସେ କାଳେ ସକାଳୁ ସକାଳୁ ଜାହିର କରୁଛି, ମୁଁ ନୂଆବର୍ଷ…