ବାହାଘରରେ ସାଙ୍ଗକୁ ପେଟ୍ରୋଲ ଗିଫ୍ଟ
ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର…
ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର…
ମହାକାଶ।ସମ୍ବନ୍ଧରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଗବେଷଣା। ସମସ୍ତଙ୍କ ମନରେ ପ୍ରଶ୍ନଉଠେ କେମିତିତିଆରି ହୁଅନ୍ତି ଗ୍ରହ, ନକ୍ଷତ୍ର, ଗ୍ରହାନଣୁପୁଞ୍ଜ ଏମିତି ଅନେକ କିଛି। ତେବେ ଗ୍ରହ କିପରି ସୃଷ୍ଟି ହୁଏ ତାହାର ଏକ ହିଂସାତ୍ମକ ପ୍ରକୃତି ଦର୍ଶାଇ ହବଲ୍ ଟେଲିସ୍କୋପ ଚିହ୍ନଟ କରିଛି…
ଶୂନ୍ୟଶୂନ୍ୟ ମହାଶୂନ୍ୟ ଆଉ ତା ଭିତରେ ମହାକାଶ। ଯେଉଁଠି ଅଛନ୍ତି କୋଟି କୋଟି ଗ୍ରହ, ନକ୍ଷତ୍ର ଆଉ ଏମାନଙ୍କୁ ଧରି ରଖିଥିବା ଛାୟାପଥ ବା ବୈଜ୍ଞାନିକ ଯାହାକୁ ଗାଲାକ୍ସି ବୋଲି କହିଥାନ୍ତି।ତେବେ ଆମ ପୃଥିବୀ ମଧ୍ୟ ଗୋଟେ ଛାୟାପଥରେ ଅବସ୍ଥିତ। ଯାହାକୁ…
ଭାରତରେ କିଛିଦିନ ତଳେ କୃଷକ ଆନ୍ଦୋଳନ ରାଜନୀତିରେ ଏକ ବଡ଼ ପୃଷ୍ଠପୋଷକତା କରିଥିଲା। ଆଉ ଯାହା ଏଇ କିଛିଦିନ ହେବ ଥମିଥିବା ବେଳେ ପୁଣି ଆନ୍ଦୋଳନ କରିବାକୁ ରଣନୀତି ପ୍ରସ୍ତୁତ। ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା ତଥା ଭାରତୀୟ କିଷାନ…
ବଢୁଥିବା ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଅର୍ଥନୀତି ଶ୍ରୀଲଙ୍କାରେ ନିତବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଆକାଶଛୁଆଁ କରିଛି। ଅର୍ଥନୈତିକ ଅବନତିର ସମ୍ମୁଖୀନ ହୋଇ ଦ୍ୱୀପପୁଞ୍ଜର ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ଔଷଧ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ରହୁଛନ୍ତି। ଚାହିଦା ଅନୁସାରେ…
ଦିନକୁ ଦିନ ନୂତନ ଜ୍ଞାନ କୌଶଳରେ ଆଗକୁ ବଢୁଛି ଭାରତ। ଆଉ ମହାକାଶ ଗବେଷଣାରେ ବି ଶୀର୍ଷ ଛୁଇଁବାର ଲାଗିଛି।ତେବେ ଏହାରି ଭିତରେ ଭାରତର ଜ୍ଞାନକୌଶଳକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦେଶରେ ବି ଆଉ ଦେଶ ବହାରେ ବି। ସବୁଠି ଭାରତର…
ମନ ମତାଣିଆ ଢଙ୍ଗଟି ତାରରଙ୍ଗ ତାର ନୂଆ ସତେ,କେଡ଼େ ସୁମଧୁର ଭାଷା ପୁଣି ତାରଭାରି ଭଲ ଲାଗେ ମୋତେ। ସେ ଭାଷାରୁ ପଦେ କାନେ ପଡିଗଲେହୃଦୟ ଶିହରୀ ଯାଏ,କେହି ନୁହେଁ ସେ ମୋ ଭାଷା ଓଡ଼ିଆଗରବରେ ମୁଁ କହେ। ବର୍ଣ୍ଣବୋଧ ଯାର…
ବ୍ରହ୍ମପୁର (୧ ଏପ୍ରିଲ୍, ୨୦୨୨): ବୈମାତୃକ ମନୋଭାବ ବନ୍ଦ୍ କରି ଗଞ୍ଜାମ ଜିଲ୍ଲା ର ବିକାଶ ଓ ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ରାଜ୍ୟ ସରକାର ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି। ଏ ନେଇ ଏକ ବିରାଟ…