Mon. Nov 30th, 2026

Author: Niharika Mohanty

ସରିଲା ଧାମନଗର ବ୍ୟାଟେଲ

ସରିଲା ଭୋଟ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ନିର୍ବଚନ ପ୍ରକ୍ରିୟା । ମତ ସାବ୍ୟସ୍ତ କଲେ ଧାମନଗରବାସୀ । ଉପନିର୍ବାଚନରେ ମୋଟ ୬୦%ରୁ ଉର୍ଦ୍ଧ୍ବ ହେଲା ମତଦାନ । ନୂଆ ବିଧାୟକଙ୍କୁ…

ଇମ୍ରାନଙ୍କୁ ଗୁଳି; ମୋଟ ୫ ଜଣ ଆହତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ । ଆଜି ଇମ୍ରାନ ଆଜାଦୀ ମାର୍ଚ୍ଚରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଇମ୍ରାନଙ୍କ ଗୋଡରେ ବାଜିଛି ଗୁଳି । ଏଥିରେ ତାଙ୍କ ସହ ଆଉ ୪ ଜଣ ଆହତ…

ରାଜଭବନରେ ଚୋରି

ଚଳଚ୍ଚିତ୍ରରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ବେଶ ରୋଚକ । ହେଲେ ରାଜଧାନୀର ଛାତି ଉପରେ ହିଁ ହୋଇଛି ଚନ୍ଦକାଠ ଚୋରି । ରାଜଭବନରୁ ଚୋରି ହୋଇଛି ଚନ୍ଦନ କାଠ । ରାଜ୍ୟପାଳଙ୍କ ବାସଭବନରେ ଥିବା ବଗିଚାରୁ ଚନ୍ଦନ କାଠ ଚୋରି…

କେମିତି କରାଯାଏ ହାଲୋୱିନ୍‌?

ପାଶ୍ଚାତ୍ୟ ସଭ୍ୟତାରେ ଅନ୍ୟତମ ପର୍ବ ହାଲୋୱିନ୍ । ହେଲେ ଅନ୍ୟମାନଙ୍କ ଠାରୁ ଏହି ପର୍ବ ଟିକେ ଅଲଗା । କାରଣ ଏହାକୁ ସବୁଠାରୁ ଭୟଙ୍କର ପର୍ବ ରୂପେ ବିବେଚନା କରାଯାଏ । ଯାହା ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି…

ସାମ୍ପୁ ପରେ ବିପଦ ଆଣିବ କ୍ଲିନିଙ୍ଗ ପ୍ରୋଡକ୍ଟ

ଟିବି ଏବଂ ଟିଟାନସ ଭଳି ଗୁରୁତର ସଂକ୍ରମଣ ଠାରୁ ଆରମ୍ଭ କରି ଦେହର କ୍ଷତର ଆରୋଗ୍ୟ ପର୍ଯ୍ୟନ୍ତ ଜୀବାଣୁ ର ଏକ ମୁଖ୍ୟ ଭୂମିକା ରହିଛି । କୌଣସି ପୃଷ୍ଠକୁ ସ୍ପର୍ଶ କରିବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ଜୀବାଣୁ ଆମ…

ଡିସେମ୍ବର ୬ରେ ସିଏଏ ଶୁଣାଣି

ନାଗରିକତା ସଂଶୋଧନ ଆଇନ ବା ସିଏଏ ରେ ଆସିଛି ନୂଆ ନିଷ୍ପତି । ଡିସେମ୍ବର ୬ରେ ହେବ ଶୁଣାଣି । ଯାହାର ଶୁଣାଣି କରିବେ ପ୍ରଧାନ ବିଚାରପତି ୟୁ ୟୁ ଲଲିତ । ପୂର୍ବରୁ ସିଏଏ-୨୦୧୯ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ…

ବଦଳିବ ଟ୍ୱିଟର

ପୁଣି ଚର୍ଚ୍ଚାରେ ଟ୍ୱିଟର । ଖୁବ ଶୀଘ୍ର ହେବ ପରିବର୍ତନ । ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ହିଂସା ଉସୁକାଇବା ପାଇଁ ବ୍ୟାନ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି ।…

ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?

ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର…

କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?

ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁଣି ଘଟିଛି ଅଘଟଣ । ଶ୍ରୀମନ୍ଦିରରୁ ପୁଣି ଖସିଛି ପଥର । କେତେ ବେଳେ ରତ୍ନ ଭଣ୍ଡାର ଚାବି ହଜିବା ତ ଆଉ କେତେ ବେଳେ ସିଂହଦ୍ୱାରା ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ଘଟଣା । ସମୟେ ସମୟେ ଅନେକ ନୀତିକାନ୍ତିରେ…