ଇମ୍ରାନଙ୍କୁ ଗୁଳି; ମୋଟ ୫ ଜଣ ଆହତ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ । ଆଜି ଇମ୍ରାନ ଆଜାଦୀ ମାର୍ଚ୍ଚରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଇମ୍ରାନଙ୍କ ଗୋଡରେ ବାଜିଛି ଗୁଳି । ଏଥିରେ ତାଙ୍କ ସହ ଆଉ ୪ ଜଣ ଆହତ…
ରାଜଭବନରେ ଚୋରି
ଚଳଚ୍ଚିତ୍ରରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ବେଶ ରୋଚକ । ହେଲେ ରାଜଧାନୀର ଛାତି ଉପରେ ହିଁ ହୋଇଛି ଚନ୍ଦକାଠ ଚୋରି । ରାଜଭବନରୁ ଚୋରି ହୋଇଛି ଚନ୍ଦନ କାଠ । ରାଜ୍ୟପାଳଙ୍କ ବାସଭବନରେ ଥିବା ବଗିଚାରୁ ଚନ୍ଦନ କାଠ ଚୋରି…
କେମିତି କରାଯାଏ ହାଲୋୱିନ୍?
ପାଶ୍ଚାତ୍ୟ ସଭ୍ୟତାରେ ଅନ୍ୟତମ ପର୍ବ ହାଲୋୱିନ୍ । ହେଲେ ଅନ୍ୟମାନଙ୍କ ଠାରୁ ଏହି ପର୍ବ ଟିକେ ଅଲଗା । କାରଣ ଏହାକୁ ସବୁଠାରୁ ଭୟଙ୍କର ପର୍ବ ରୂପେ ବିବେଚନା କରାଯାଏ । ଯାହା ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି…
ସାମ୍ପୁ ପରେ ବିପଦ ଆଣିବ କ୍ଲିନିଙ୍ଗ ପ୍ରୋଡକ୍ଟ
ଟିବି ଏବଂ ଟିଟାନସ ଭଳି ଗୁରୁତର ସଂକ୍ରମଣ ଠାରୁ ଆରମ୍ଭ କରି ଦେହର କ୍ଷତର ଆରୋଗ୍ୟ ପର୍ଯ୍ୟନ୍ତ ଜୀବାଣୁ ର ଏକ ମୁଖ୍ୟ ଭୂମିକା ରହିଛି । କୌଣସି ପୃଷ୍ଠକୁ ସ୍ପର୍ଶ କରିବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ଜୀବାଣୁ ଆମ…
ଡିସେମ୍ବର ୬ରେ ସିଏଏ ଶୁଣାଣି
ନାଗରିକତା ସଂଶୋଧନ ଆଇନ ବା ସିଏଏ ରେ ଆସିଛି ନୂଆ ନିଷ୍ପତି । ଡିସେମ୍ବର ୬ରେ ହେବ ଶୁଣାଣି । ଯାହାର ଶୁଣାଣି କରିବେ ପ୍ରଧାନ ବିଚାରପତି ୟୁ ୟୁ ଲଲିତ । ପୂର୍ବରୁ ସିଏଏ-୨୦୧୯ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ…
ବଦଳିବ ଟ୍ୱିଟର
ପୁଣି ଚର୍ଚ୍ଚାରେ ଟ୍ୱିଟର । ଖୁବ ଶୀଘ୍ର ହେବ ପରିବର୍ତନ । ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ହିଂସା ଉସୁକାଇବା ପାଇଁ ବ୍ୟାନ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି ।…
ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?
ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର…
କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?
ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…