Sun. Nov 29th, 2026

Author: Sadba Odisha

କରୋନା ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା

ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଶନିବାର ରୁଷିଆର…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ…

ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦଙ୍କର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ

ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀବିଗ୍ରହମାନଙ୍କର “ଚାଚେରୀ ବେଶ “ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ବେଶ କରାଯାଇଥାଏ। ଏହି ବେଶରେ ପ୍ରଥମେ…

ଲାଖ ଚାଷ ଉପରେ ସି ଡ଼ି ଓ ଙ୍କ ଗୁରୁତ୍ୱାରୋପ

ନବରଙ୍ଗପୁର- ନବରଙ୍ଗପୁର ସି ଡ଼ି ଓ ଅନନ୍ୟା ଦାଶ, ଗୁରୁବାର ଦିନ ଚନ୍ଦାହାଣ୍ଡି ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ନିର୍ମାଣ ସମାପ୍ତ ହୋଇଥିବା ବ୍ଲକ ପରିସର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସାପ୍ତାହିକ ହାଟ, ଖଲିଆ ବନ୍ଦ ର…

ନବ ବିବାହିତା ସ୍ତ୍ରୀ ନିଖୋଜ ,ସ୍ୱାମୀ ର ଥାନା ରେ ଏତଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବରୀଗୁଡା ଗ୍ରାମ ର ନବ ବିବାହିତା ବହୁ ସାଇରା ବାନୋ (22,ବୁଧବାର ଦିନ ରାତିରେ କୁଆଡେ ଘରୁ ଚାଲି ଯାଇଥିବା ନେଇ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ।ଏ ନେଇ ଚନ୍ଦାହାଣ୍ଡି…

ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ ଆଗୁଆ…

ଆର୍ଯ୍ୟଭୂମି ଲଦାଖ-ଭାଗ ୯

ଗୋଟିଏ ପଟେ ଚଳଚ୍ଚିତ୍ର କିମ୍ୱା ସ୍ୱପ୍ନରେ ଦେଖିଥିବା ପରି ନୀଳ ରଙ୍ଗର ଆକାଶ ଓ ତଳେ ନୀଳ ଜଳରାଶି। ଆମ ଗାଡ଼ି ଚାଲିଥାଏ ପାହାଡ଼ ଓ ପାଣି ମଝିରେ ଉପର ତଳ ହେଇ – ରାସ୍ତା ଯେଉଁ ପାଖକୁ ଯେମିତି ଢଳିଛି।…

ନଈ ମଝିରେ ଭଗବାନ, ଛତିଶଗଡ-ଓଡିଶା ସୀମାରେ ସୌନ୍ଦର୍ଯ୍ୟମୟୀ ଛତାପଖାନ

ଝରଣାର ନାଁ ଛତାପଖାନ । ପ୍ରକୃତିର ଅପରୂପା ସୌନ୍ଦର୍ଯ୍ୟର ପସରା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସୀମା କୋଇଲିମୁଣ୍ଡା ପଂଚାୟତ କେନ୍ଦୁଗୁଡା ଓ ଛତିଶଗଡ ରାଜ୍ୟ ଅଧିନ ପାନିଗାଁ ମଝି ତେଲ ନଦୀରେ ମନୋରମ ପର୍ଯ୍ୟଟନସ୍ଥଳୀ ଛତାପଖାନ । ଅତୀତରେ…

ଭାରତରେ ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର

ଲିଥିୟମ ପାଇଁ ଏବେ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି । କାରଣ ଭାରତରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ମିଳିଛି ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର । ଲିଥିୟମ୍ ହେଉଛି ଏକ ଅଣ-ଲୌହ ଧାତୁ…