Mon. Nov 30th, 2026

Tag: #sabdamedia

ଭାରତରେ ‘ପ୍ରୋଜେକ୍ଟ ଟାଇଗର’ର ସଫଳ ୫୦ ବର୍ଷ ପୂର୍ତ୍ତି

ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି କରିଛନ୍ତି। ଏହି…

ଗାଁ ରେ ବ୍ୟାପୁଛି ମିଳିମିଳା ହାଡଫୁଟି; ଦେଶୀ ଉପଚାର ଉପରେ ନିର୍ଭର ରୋଗୀ

ଗଜପତି ଜିଲ୍ଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର…

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି। ଗତକାଲି ରାତ୍ରି ପ୍ରାୟ ୧୨ ବେଳେ…

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ…

ରୂପ ବଦଳାଉଛି କୋଭିଡ୍ ଭାଇରସ୍। ନୂଆ ଉପ-ପ୍ରଜାତି ଏକ୍ସବିବି ପଏଣ୍ଟ ୱାନ୍ ପଏଣ୍ଟ ୱାନ ସିକ୍ସ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପୁଣି କରୋନା ମିଟର ଉପରମୁହାଁ ହେଉଛି । ବଡ କଥା ହେଉଛି ଏବେ ଦୈନିକ ସଂକ୍ରମଣ ୬ ହଜାର ଟପିଲାଣି । ଏପରି ସମୟରେ ଦେଶରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ଚିନ୍ତା ବଢାଇ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ: ଜଣେ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।…

ବୌଦ୍ଧ ଜେଲରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ…

ଆଣ୍ଟିବାୟୋଟିକ ନେଲା ଜୀବନ; ଡାକ୍ତରଖାନାରେ ଗ୍ରାମରଖି ମୃତ

ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ନେଇ ଗ୍ରାମରଖିଙ୍କ ଡାକ୍ତରଖାନାରେ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଣପୁର ଡାକ୍ତରଖାନାରେ। ବାଣପୁର ଥାନା କୋଳଥଦିହ ଗାଁର ପାଣ୍ଡବ ନାୟକଙ୍କ ହାତରେ ଥିବା ଏକ ବଥକୁ ଡ୍ରେନ କରିବା ପାଇଁ ବାଣପୁର ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ବଥଟିକୁ…

କେନ୍ଦ୍ରର ନୂଆ ଆଇଟି ନିୟମକୁ ନେଇ ବର୍ଷିଲା କଂଗ୍ରେସ

ଶନିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ନୂଆ ଆଇଟି ନିୟମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଦଳର ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି କି, ଦେଶର ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚପରାସୀମାନେ ନିୟନ୍ତ୍ରିତ କରୁଛନ୍ତି ।…

ଆସୁଛି ବିଶ୍ବ ଛେନାପୋଡ ଦିବସ; ସମସ୍ତ ସରକାରୀ କାର୍ଯ୍ୟାଳୟରେ ହେବ ପାଳନ

ଅପ୍ରେଲ ୧୧ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ବ ଛେନାପୋଡ ଦିବସ । ନୟାଗଡ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ଦିବସ ପାଳନ କରାଯିବ । ଏନେଇ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଜିଲ୍ଲା…