ରୂପ ବଦଳାଉଛି କୋଭିଡ୍ ଭାଇରସ୍। ନୂଆ ଉପ-ପ୍ରଜାତି ଏକ୍ସବିବି ପଏଣ୍ଟ ୱାନ୍ ପଏଣ୍ଟ ୱାନ ସିକ୍ସ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପୁଣି କରୋନା ମିଟର ଉପରମୁହାଁ ହେଉଛି । ବଡ କଥା ହେଉଛି ଏବେ ଦୈନିକ ସଂକ୍ରମଣ ୬ ହଜାର ଟପିଲାଣି । ଏପରି ସମୟରେ ଦେଶରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ଚିହ୍ନଟ ଓମିକ୍ରନର ନୂଆ ପ୍ରଜାତି ଏକ୍ସବିବି – ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ଦ୍ରୁତ ସଂକ୍ରାମକ ବୋଲି କୁହାଯାଉଛି । ହେଲେ ଏହା କେତେ ମାରାତ୍ମକ ଜଣାପଡିନାହିଁ । ଏପଟେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ୧୫ଟି ଜିଲ୍ଲାକୁ ସତର୍କ କରିଛି ସ୍ୱାସ୍ଥ୍ୟ ବିଭାଗ ।

You May Also Like

More From Author

+ There are no comments

Add yours