ଭୂମିକମ୍ପରେ ଥରିଲା ରାଜସ୍ଥାନ
ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର…
ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର…
ଶବ୍ଦ ଓଡିଶା ବ୍ୟୁରୋ: ମହାକାଶରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ । ସକାଳ…
ଶବ୍ଦ ଓଡିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଯିବା ପରେ ରଣହୁଙ୍କାର ଦେଇଛି କଂଗ୍ରେସ । ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ଆନ୍ଧ୍ରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଘୋଷଣା…
ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯିବେ । ପ୍ରଥମେ କବିସୂର୍ଯ୍ୟନଗର ଗସ୍ତ କରିବା ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ…
ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଣ୍ଟର କରିଛି…
ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଜିଠୁ ଦୁଇ ଦିନ ଘଡ଼ ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ । ଆଜି ଏବଂ ଆସନ୍ତାକାଲି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଘଂଟାପ୍ରତି…
ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ। ବିଦ୍ୟାଧର ପ୍ରଧାନ ଉପସଭାପତି ଓ ଚିତ୍ତରଞ୍ଜନ ସ୍ବାଇଁ ସମ୍ପାଦକ। ଦେବାଶିଷ ନନ୍ଦ-ଯୁଗ୍ମ ସମ୍ପାଦକ, ଦେବାଶିଷ। ସ୍ଵାଇଁ-ସହସମ୍ପାଦକ। ଜାନକୀକାନ୍ତ ମହାପାତ୍ର ଲାଇବ୍ରେରୀ ସହ-ସମ୍ପାଦକ ନିର୍ବାଚିତ।
ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା । ମାତ୍ର ତିନିମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତରକାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍ବୁଲ୍ ବେହେରା , ବିଜ୍ଞାପିତ ଅଞ୍ଚଳ…
ସାରା ଓଡିଶାରେ ଶେଷହେଲା ଓକିଲ ସଂଘ ନିର୍ବାଚନ। ୧୨୭ ସଦସ୍ୟ ବିଶିଷ୍ଟ ବାଣପୁର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ତେବେ ୧୨୭ ସଭ୍ୟ ରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଭୋଟଦେଇ ନାହାନ୍ତି। ବାଣପୁର ଓକିଲ ସଂଘ ତରଫରୁ…
ସଡ଼କ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ଯିବା ସହ ବ୍ୟାପକ ଧନ ହାନୀ ମଧ୍ୟ ଘଟୁଛି। ବିଶେଷ ଭାବେ ୧୫-୪୫ ବର୍ଷ ବୟସର ବ୍ୟକ୍ତିଙ୍କ ବିୟୋଗ ମାତ୍ରାଧିକ। ତେଣୁ ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଅପ୍ରେଲ ୧ ରୁ ୭…