ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ,ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ନିର୍ବାଚିତ। ବିଦ୍ୟାଧର ପ୍ରଧାନ ଉପସଭାପତି ଓ ଚିତ୍ତରଞ୍ଜନ ସ୍ବାଇଁ ସମ୍ପାଦକ। ଦେବାଶିଷ ନନ୍ଦ-ଯୁଗ୍ମ ସମ୍ପାଦକ, ଦେବାଶିଷ। ସ୍ଵାଇଁ-ସହସମ୍ପାଦକ। ଜାନକୀକାନ୍ତ ମହାପାତ୍ର ଲାଇବ୍ରେରୀ ସହ-ସମ୍ପାଦକ ନିର୍ବାଚିତ।

You May Also Like

More From Author

+ There are no comments

Add yours