Thu. Oct 15th, 2026

Month: November 2022

ଚର୍ଚ୍ଚାରେ ବାହୁବଳୀ ସିଙ୍ଗଡା

ଛୋଟରୁ ବଡ ଯାଏ ସିଙ୍ଗଡା ଖାଇବାକୁ କାହାକୁ ବା ନାପସନ୍ଦ । ବର୍ଷାପାଗକୁ ସିଙ୍ଗଡା ମିଳିଗଲେ ଏହାର ମଜା ଆହୁରି ବଢିଯାଏ । ଗରମ ଗରମ ସିଙ୍ଗଡାକୁ କପେ ଚାହା ମିଳିଗଲେ ତା ମଜା ହିଁ ଅଲଗା । ଯଦି ଆପଣ…

ସରିଲା ଧାମନଗର ବ୍ୟାଟେଲ

ସରିଲା ଭୋଟ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ନିର୍ବଚନ ପ୍ରକ୍ରିୟା । ମତ ସାବ୍ୟସ୍ତ କଲେ ଧାମନଗରବାସୀ । ଉପନିର୍ବାଚନରେ ମୋଟ ୬୦%ରୁ ଉର୍ଦ୍ଧ୍ବ ହେଲା ମତଦାନ । ନୂଆ ବିଧାୟକଙ୍କୁ…

ଇମ୍ରାନଙ୍କୁ ଗୁଳି; ମୋଟ ୫ ଜଣ ଆହତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ । ଆଜି ଇମ୍ରାନ ଆଜାଦୀ ମାର୍ଚ୍ଚରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଇମ୍ରାନଙ୍କ ଗୋଡରେ ବାଜିଛି ଗୁଳି । ଏଥିରେ ତାଙ୍କ ସହ ଆଉ ୪ ଜଣ ଆହତ…

ରାଜଭବନରେ ଚୋରି

ଚଳଚ୍ଚିତ୍ରରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ବେଶ ରୋଚକ । ହେଲେ ରାଜଧାନୀର ଛାତି ଉପରେ ହିଁ ହୋଇଛି ଚନ୍ଦକାଠ ଚୋରି । ରାଜଭବନରୁ ଚୋରି ହୋଇଛି ଚନ୍ଦନ କାଠ । ରାଜ୍ୟପାଳଙ୍କ ବାସଭବନରେ ଥିବା ବଗିଚାରୁ ଚନ୍ଦନ କାଠ ଚୋରି…

6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ

ଆଜି 6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ । ଦେଶର 6 ରାଜ୍ୟର 7ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ତେଲେଙ୍ଗାନାର ମୁନୁଗୋଡେ, ମହାରାଷ୍ଟ୍ରର ମୁମ୍ବାଇ-ଇଷ୍ଟ, ହରିୟାଣାର ଆଦାମପୁର, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ, ଓଡିଶାର ଧାମନଗର ଓ…

କେମିତି କରାଯାଏ ହାଲୋୱିନ୍‌?

ପାଶ୍ଚାତ୍ୟ ସଭ୍ୟତାରେ ଅନ୍ୟତମ ପର୍ବ ହାଲୋୱିନ୍ । ହେଲେ ଅନ୍ୟମାନଙ୍କ ଠାରୁ ଏହି ପର୍ବ ଟିକେ ଅଲଗା । କାରଣ ଏହାକୁ ସବୁଠାରୁ ଭୟଙ୍କର ପର୍ବ ରୂପେ ବିବେଚନା କରାଯାଏ । ଯାହା ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି…

ସାମ୍ପୁ ପରେ ବିପଦ ଆଣିବ କ୍ଲିନିଙ୍ଗ ପ୍ରୋଡକ୍ଟ

ଟିବି ଏବଂ ଟିଟାନସ ଭଳି ଗୁରୁତର ସଂକ୍ରମଣ ଠାରୁ ଆରମ୍ଭ କରି ଦେହର କ୍ଷତର ଆରୋଗ୍ୟ ପର୍ଯ୍ୟନ୍ତ ଜୀବାଣୁ ର ଏକ ମୁଖ୍ୟ ଭୂମିକା ରହିଛି । କୌଣସି ପୃଷ୍ଠକୁ ସ୍ପର୍ଶ କରିବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ଜୀବାଣୁ ଆମ…

ନିଆଁ ଲାଗି ପୋଡ଼ିଗଲା ଧାନ ଗଦା, ଋଣ ପରିଶୋଧ ଚିନ୍ତାରେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ସଦର ମହକୁମା ଭତରା ସାହି କାଜୁ ବାଡ଼ ନିକଟସ୍ତ ଏକ ଖୋଲାରେ ନିଆଁ ଲାଗି ଧାନ ଗଦା ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ଯଦୁ ମାଝୀ ଚଳିତ ବର୍ଷ…

ଡିସେମ୍ବର ୬ରେ ସିଏଏ ଶୁଣାଣି

ନାଗରିକତା ସଂଶୋଧନ ଆଇନ ବା ସିଏଏ ରେ ଆସିଛି ନୂଆ ନିଷ୍ପତି । ଡିସେମ୍ବର ୬ରେ ହେବ ଶୁଣାଣି । ଯାହାର ଶୁଣାଣି କରିବେ ପ୍ରଧାନ ବିଚାରପତି ୟୁ ୟୁ ଲଲିତ । ପୂର୍ବରୁ ସିଏଏ-୨୦୧୯ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ…

ଫେରିଲା ମହାଭାରତ ଯୁଗର ଗ୍ରହଣ!

ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ । ଅର୍ଥାତ ୧୫ ଦିନ ଭିତରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ । ଯାହାକୁ ଅଶୁଭ କହୁଛନ୍ତି ଜ୍ୟୋତିର୍ବିଦ । ଜ୍ୟୋତିର୍ବିଦ୍ ଙ୍କ ମତନୁସାରେ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ ନକରାତ୍ମକ ହୋଇଥାଏ ।…