ସ୍ୱାସ୍ଥ୍ୟ ପାଇଁ ହିତକର ଡାଲଚିନି
ଡାଲଚିନିରେ ଅନେକ ପ୍ରାକୃତିକ ଓ ଔଷଧୀୟ ଗୁଣ ରହିଛି । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ ହାର ବି ବଢାଇଥାଏ ଏବଂ ବଡି ଫ୍ୟାଟ୍କୁ କମାଇଥାଏ। ଯଦି ଆପଣ ବଢୁଥିବା ଓଜନ ଓ ହାଇ ବ୍ଲଡ୍…
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଦୋସା ପ୍ରିଣ୍ଟର୍
ଦେଖିବାକୁ ଅବିକଳ ପ୍ରିଣ୍ଟର ଭଳି। କାମରେ କରିଦେଉଛି ସଭିଙ୍କୁ ଚକିତ। ବଟନ ଦବେଇଲେ କାଗଜ ବାହାରୁଛି। ହେଲେ ଏହି କାଗଜକୁ ଖାଇହେବ। କାରଣ ଏବେ ମାର୍କେଟକୁ ଆସିଛି ଦୋସା ମେସିନ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ…
ଜାଣନ୍ତୁ! ପିଜୁଳି ପତ୍ରର ଉପକାରିତା…
ପିଜୁଳିକୁ କିଏ ବା ଭଲ ପାଏନି। ଏହା ଗୋଟିଏ ଏଭଳି ଫଳ ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପିଜୁଳି ସାରା ଦୁନିଆରେ ଗୋଟିଏ ଲୋକପ୍ରିୟ ଫଳ ଭାବରେ ପରିଚିତ । କିନ୍ତୁ ଏହାର ପତ୍ର ପୋଷାକ ତତ୍ତ୍ଵ…
ସଜେଇ ହେଉଛି ବାଲିଯାତ୍ରା ପଡିଆ
ବାଲିଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଲା। ସେଥିପାଇଁ ସଜେଇ ହେଉଛି ବାଲିଯାତ୍ରାପଡିଆ। ହାତରେ କମ୍ ସମୟ ଥିବାରୁ ଜୋରସୋରରେ ଚାଲିଛି ଷ୍ଟଲ ନିର୍ମାଣ କାମ। ତେବେ ବାଲିଯାତ୍ରାରେ ଆକର୍ଷଣ ପାଲଟିଥାଏ ଓରମାସ୍ ଷ୍ଟଲ। ଚଳିତ ବର୍ଷ ୪୨୦ ଷ୍ଟଲ…
ବଦଳିବ ସିମ୍ କାର୍ଡ କିଣିବା ନିୟମ
ଦେଶରେ ଆଉ ସହଜ ଉପାୟରେ ମଳିବନି ମୋବାଇଲ ସିମ କାର୍ଡ। ବିିଭିନ୍ନ ପ୍ରକାର ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ସିମ କାର୍ଡକୁ କିଣିବାରେ ଥିବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସମୟରେ ଥିବା ନିୟମ ଅନୁସାରେ ଯେକୌଣସି…