Thu. Oct 15th, 2026

Month: October 2022

ପନିର ଖାଉଥିଲେ ନଜର ପକାନ୍ତୁ ଏହି ରିପୋର୍ଟ …

ସାଧାରଣତଃ ଭେଜିଟେରିଆନ ଲୋକମାନଙ୍କୁ ଖାଇବା କଥା ପଚାରିଲେ ସେମାନେ ପନିର କଥା ଆଗ କହିଥାନ୍ତି। ଆମ ଦୈନନ୍ଦିନ ଖାଦ୍ଯରେ ଏହା ସଭିଙ୍କ ପସନ୍ଦ ର ଖାଦ୍ଯ। ଏଥିରେ ଫାଇବର, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭଳି ଜିନିଷ ଥାଏ ।…

୫ଜିକୁ ଆସିଲା ଅଭିଯୋଗ; ଜାଣନ୍ତୁ ଏହି ରିପୋର୍ଟରେ

ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ ମଧ୍ଯରେ ଦେଖାଯାଇଥିଲା ଉତ୍ସୁକତା। ତେବେ ଏବେ…

ଘରେ ବସି କରନ୍ତୁ ଆଧାର ଅପଡେଟ୍

ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ…

ସମୁଦ୍ର ତଟରେ ଶହ ଶହ ମୃତ ତିମି

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ…

ଭାରତୀୟ କଫସିରଫରେ ବିଷ: ହୁ

ବିଷ ପାଲଟିଛି କଫ୍ ସିରଫ। ନେଉଛି ଛୋଟପିଲାଙ୍କ ଜୀବନ। ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିଆରି ହୋଇଥିବା ୪ କଫ୍…

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…

ପ୍ରକାଶ ପାଇଲା ଓଏଏସ୍ ଫଳ; ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ…

ଦାମନଯୋଡ଼ିରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ

ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ…

ବିସିସିଆଇ ସଭାପତି ପଦ ଛାଡ଼ିବେ ଗାଙ୍ଗୁଲି

ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଦାୟିତ୍ୱରୁ ଓହରି ଯିବେ ସୌରଭ । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ…

ଶଦ୍ଦ ମିଡିଆ ତରଫରୁ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ

ଦାମନଯୋଡ଼ି : ଭୁବନେଶ୍ୱର ଶଦ୍ଦ ମିଡିଆ ପ୍ରାଇଭେଟ ଲିମିଟେଡ୍ ଓ ଶବ୍ଦ ଓଡ଼ିଶା ନ୍ୟୁଜ ୱ୍ୱେବ ପୋର୍ଟାଲ ତରଫରୁ ସମାଜସେବୀ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ ପତ୍ର ସହ ସମ୍ମାନିତ କରାଯାଇଛି । ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ…