Wed. Oct 14th, 2026

Category: Trending

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ…

୩୦ ଟଙ୍କାରେ ପିଆଜ ବିକିଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ

ଭୁବନେଶ୍ୱର, ୦୨.୧୧ : ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ…

ଆଦିବାସୀଙ୍କ ନିଆରା ପର୍ବ ଅଶିଣ ଯାତ୍ରା,ଗାଁରେ ନିଶାକୁ ନା

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆରା ପରମ୍ପରାର ଅଶିଣ ପର୍ବ । ଏହାକୁ ମହା ଆଡମ୍ବରରେ ଗ୍ରାମ୍ୟ ଦେବି କୁରେଇଶୁଣୀ ମନ୍ଦିର ରେ ସମ୍ପୁର୍ଣ୍ଣ ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ ହେଲେ ଏଠି କୌଣସି ଝିଲମିଲ ଆଲୁଅ ରେ ସାଜ ସଜା…

କୁମାର ପୂର୍ଣ୍ଣିମା ପାଳନ ପଛରେ ଅନେକ କଥା

କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ, କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ… ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ…

ସ୍ୱର୍ଗତଃ ମମିତା ମେହେରଙ୍କ ପରିବାରକୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅନ୍ତର୍ଗତ ଝରନୀ ଗ୍ରାମକୁ ଯାଇ ସ୍ୱର୍ଗତଃ ମମିତା ମେହେରଙ୍କ ବାପା, ମା, ଭାଇ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ବର୍ତମାନ…

ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ  କରାଯିବା  ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ନେଇ ସମନ୍ୱୟ ଏବଂ ପରାମର୍ଶ ବୈଠକ

ଭୁବନେଶ୍ୱର : କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ର ଶୁଭାରମ୍ଭ

କୋରାପୁଟ : ଚଳିତ ଶିକ୍ଷା ବର୍ଷ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିକାଶ ରଲକ୍ଷ୍ୟ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୩ ତାରିଖରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି…

ରାୟଗଡାରେ ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ…

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି। କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ…